ମନୋରଞ୍ଜନ

ଅଲ୍ଲୁ ଅର୍ଜୁନଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

 

ଅଲୁ ଅର୍ଜୁନ ତେଲୁଗୁ ଫିଲ୍ମ ର ଜଣେ ସୁପର ଷ୍ଟାର ହୋଇ ଥିଲେ ମଧ୍ୟ ତାଙ୍କୁ ଓଡ଼ିଶା ରେ କିଏ ବା ନ ଯାଣେ । ତାଙ୍କର ଫିଲ୍ମ ସବୁ ଓଡ଼ିଆ ରେ ଡୋଭିଂ ହୋଇ ସିନେମା ହଲ ର ରିଲିଜି୍ ହୋଇ ଥାଏ । ଆଜି ଆମେ ଆପଣ ମାନଙ୍କୁ ତାଙ୍କର ସଂମ୍ପତୀ ତାଙ୍କର ଘର ଏବଂ ତାଙ୍କ ସଂମ୍ପର୍ଣ୍ଣ ଭିତରିଆ କଥା ବିଷୟ ରେ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ।

ଯେମିତି କି ଆପଣ ମାନେ ଦେଖି ଥିବେ ସବୁ ସମୟ ରେ ଅଲୁ ଅର୍ଜୁନ ବର୍ଷ କେ ବା ଦୁଇ ବର୍ଷ ରେ ଗୋଟିଏ ବା ଦୁଇଟି ଫିଲ୍ମ ସାଇନ୍ କରି ଥାନ୍ତି । ଏବଂ ସେହି ଫିଲ୍ମ ର ଷ୍ଟୋରୀ ଭାରୀ ଜବରଦୋସ୍ତ ହୋଇ ଥାଏ । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ସେ ଗୋଟିଏ ତେଲୁଗୁ ଫିଲ୍ମ କରିବା ପାଇଁ 15 ରୁ 20 କୋଟି ନେଇ ଥାନ୍ତି ହେଲେ ଯଦି ସେହି ଫିଲ୍ମ ହିଟ୍ କରି ଗଲା ତେବେ ନିଶ୍ଚିତ ଭାବେ ସେ ସେହିଥି ପାଇଁ 50 ରୁ 60 କୋଟି ନେଇ ଥାନ୍ତି ।

ସେହି ପରି ଭାବେ ଅଲୁ ଅର୍ଜୁନ କୁ ଫିଲ୍ମ ଇଣ୍ଡଷ୍ଟ୍ରୀ ର ନଂ ୱାନ୍ ଡେନସର ଭାବେ ବି ପରିଚିତ ସେ । ସେ 2012 ରେ ସେହ୍ନା ରେଡୀ ଙ୍କୁ ବିବାହ କରି ଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ବି ରହିଛି । ତେବେ ତାଙ୍କର ଘର ବିଷୟ ରେ କହିବୁ ତେବେ ତାଙ୍କ ଘର ର ମନୂଲ୍ୟ 100 କୋଟି ଟଙ୍କା ।

ତାଙ୍କ ପାଖରେ ବହୁତ ଗୁଡିଏ ଲଗଜୋରୀ କାର୍ ସହିତ ଗୋଟିଏ ପ୍ରାଇଭେଟ୍ ଜେଟ୍ ରହିଛି ଯେଉଁ ସବୁ ମୂଲ୍ୟ 150 କୋଟି ରୁ ଅଧିକ ହେବ । ଏବଂ ସେ ବ୍ରାଣ୍ଡ ପ୍ରମୋସନ ପାଇଁ ମିନିମମ୍ 5 କୋଟି ନେଇ ଥାନ୍ତି । ଏବଂ ତାଙ୍କର ମୋର୍ଟ ସଂମ୍ପତୀ ଅନୁମାନ ଭାବେ 430 କୋଟି ହେବ ବୋଲି ଜଣା ଜାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button