ମନୋରଞ୍ଜନ

ଗୋଟେ ଗୀତ ଗାଇବା ପାଇଁ କେତେ ଟଙ୍କା ନିଅନ୍ତି ଓଡ଼ିଆ ସିଙ୍ଗର, ଜାଣନ୍ତୁ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଓଡଶା ର ବହୁତ ବଡ ବଡ ଗାୟକ ବା ଗାଇକା ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ କି ସେମାନେ ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ନେଇ ଥାନ୍ତି । ତେବେ ଆସନ୍ତୁ ଆମ ର ଓଡିଶା ର ସୀଙ୍ଗର ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । କି ସେମାନେ ଗୋଟିଏ ଗୀତ ଗାଇବା ପାଇଁ କେତେ ଚର୍ଜ କରନ୍ତି ।

ଅମ୍ରିତା ନାୟକ । ସେମିତି ରେ କେମିତି ଭୁଲିବି ଏହି ଅଭୁଲା ଦିନ ରୁ ଆରମ୍ଭ କରି ଥିବା ନିଜର କେରିଅର ଅମ୍ରିତା ବର୍ତମାନ ସମୟ ରେ ଗୋଟିଏ ଗୀତ ଗାଇବା ପାଇଁ 5 ରୁ 10 ହଜାର ପର୍ଯ୍ୟନ୍ତ ସେ ଚାର୍ଜ କରନ୍ତି । ସେ ଓଲିଉଡ ରେ ଫେମସ୍ ସୀଙ୍ଗର ଭାବେ ପରିଚିତ ଅଟନ୍ତି ।

ମୁଣ୍ଟ ଛୁରିଆ ।  ଙ୍କୁ ଆପଣ ମାନେ ଜାଣି ଥିବେ । ଓଡିଆ ଇଣ୍ଡଷ୍ଚ୍ରୀ ରେ ନିଜର ଟେଲେଣ୍ଟ ର ଛାପ ଛାଡି ଥିବା ଏହି ଗାୟକ ପ୍ରତି ଗୀତ ଗାଇବା ପାଇଁ 15 ରୁ 20 ହଜାର ପର୍ଯ୍ୟନ୍ତ ନେଇ ଥାନ୍ତି ।ଏହା ପରେ ରହିଛନ୍ତି ।

ଦିପ୍ତି ରେଖା । ପ୍ରଥମେ ରାଜ କନ୍ୟା ସିରିଏଲ ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ପରେ ସେ ସଂଙ୍ଗୀତ ଲାଇନ୍ କୁ ଆସିବା ପାଇଁ ପସନ୍ଦ କରି ଥିବା ଏହି ଗାୟକ ତାଙ୍କର ପ୍ରତ୍ୟେକ ଗୀତ ର ରେକୋର୍ଡିଂ ପାଇଁ 10 ରୁ 15 ହଜାର ପର୍ଯ୍ୟନ୍ତ ଟଙ୍କା ସେ ନେଇ ଥାନ୍ତି । ଏହା ପରେ ରହିଛନ୍ତି ।

ହିୟୁମାନ ସାଗର । ଆଜିର ଦିନ ରେ ଟପ୍ ଲେବୁଲ ର ଗୀତ କୁ ଗାଈବା ତଥା ସେ ଯେକୈଣସି ପ୍ରକାରର ଗୀତ ଗାଇବା ପାଇଁ ଫେମସ୍ ହୋଇ ଥିବା ବେଳେ ସେ କେବେ ବି କୈଣସି ଗୀତ ଗାଇବା ପାଇଁ ମନା କରନ୍ତି ନାହିଁ । ସେ ପ୍ରତ୍ୟେକ ଗୀତ ପାଇଁ 25 ରୁ 40 ହଜାର ନିଅନ୍ତି । ତଥା ତରଙ୍ଗ ସିନେମା ପାଇଁ ସେ 50 ହଜାର ଟଙ୍କା ଡିମାଣ୍ଡ କରନ୍ତି ।

ଅସିମା ପଣ୍ଡା । ୟାଙ୍କର ଘର ଢେଙ୍କାନାଳ ଜିଲ୍ଲା ରେ ହୋଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ବୟସ 30 ହୋଇ ଥିବା ବେଳେ ସେ ନିଜର କେରିଅର କୁ ପ୍ରଥମେ ଭଜନ ରୁ ଆରମ୍ଭ କରି ଥିବା ବେଳେ ଆଜିର ସମୟ ରେ ମୋର୍ଡନ ଗୀତ ରୁଚି ଜଟାଇଛନ୍ତି । ସେମିତି ରେ ବର୍ତମାନ ସମୟ ରେ ସେ ଓଡ଼ିଶା ଇଣ୍ଡଷ୍ଟ୍ରୀ ରେ ଗୋଟିଏ ସ୍ୱନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେ ଗୋଟିଏ ଗୀତ ଗାଇବା ପାଇଁ 25 ରୁ 30 ହଜାର ଟଙ୍କା ଡିମାଣ୍ଡ କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button