IBN ଓଡ଼ିଶା ବ୍ୟୁରୋ

ଜୀବନରେ ଭୁଲରେ ବି ଏହି ଗୋଟିଏ ଜିନିଷ କାହାରୀକୁ ଦିଅନ୍ତୁ ନାହିଁ, ହୋଇଯିବେ ଭିକାରି

ବନ୍ଧୁଗଣ ଚାଣକ୍ୟଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଯିଏ କି ଭାରତର ବହୁତ ବୁଦ୍ଧି ଯିବି ମାନଙ୍କ ମଧ୍ୟ ରୁ ଜଣେ ଅଟନ୍ତି । ତାଙ୍କ ନିତୀ ସବୁ ସମୟରେ ଭାରତ ଏବଂ ସାରା ବିଶ୍ୱ ରେ ପ୍ରଶିଦ୍ଧ ରହି ଆସିଛି । ସେମିତି ରେ ତାଙ୍କର ନିତୀ ଯୋଗୁଁ ଲୋକ ମାନଙ୍କୁ ବହୁତ ଜ୍ଞ୍ୟାନ ଏବଂ କିଛି ଶିକ୍ଷା ଗ୍ରହଣ କରିବା ପାଇଁ ପଡୁଛି ।

ଏହି ନିତୀ ଏମିତି ପ୍ରକାରର ଅଟେ ଜାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ସଫଳତା ର ସିର୍ଷରେ ପହଁଚି ପାରିବ । ସେ କୈଣସି ବି ଖରାପ୍ କାର୍ଯ୍ୟ ରୁ ମଧ୍ୟ ବଞ୍ଚି ପାରିବ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଏପରି ଗୋଟିଏ କଥା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଜାହାକୁ କେବେ ବି ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ ।

ଭାଗବତ ଗୀତା ରେ ମଧ୍ୟ କୁହାଜାଇଛି କି କୈଣସି ବି ବ୍ୟକ୍ତି ହେଉ ତାର କିଛି ନା କିଛି କମଯୋରୀ ରହି ଥିବ । ଏବଂ ସେହି ବ୍ୟକ୍ତି ର ସେହି କମଯୋରୀ ହିଁ ତାର ରହସ୍ୟ ଅଟେ ଏହି ରହସ୍ୟ କୁ କେବେ ବି ଅନ୍ୟ ମାନଙ୍କ ସାମ୍ନା ରେ ସେୟାର କରିବା କଥା ନୁହେଁ ।

ସେମିତି କ୍ଷେତ୍ର ରେ ଯଦି ସେହି ବ୍ୟକ୍ତି ଅନ୍ୟ ପାଖରେ ଏହି ସବୁ ରହସ୍ୟ କୁ କହେ ତେବେ ତାହାକ ଅପମାନ ହେବାର ଯୋଗ ରହିବ ଏବଂ ସେ ସର୍ବଦା ସେହି ବ୍ୟକ୍ତି ଙ୍କ ପାଖରୁ ଡରି ଡରି ରହିବ । ସେମିତି ବେଳେ ଆଚାର୍ଯ୍ୟ ଙ୍କ କହିବା କଥା ଅନୁସାରେ କେବେ ବି କୈଣସି ରହସ୍ୟ ବିଷୟ ରେ ଆପଣ ମାନେ କୈଣସି ଲୋକ କୁ ବି କୁହନ୍ତୁ ନାହିଁ ।

ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି । ସେ ଯେତେ ନିଜର ହେଉ ବା ନିଜର ପତ୍ନୀ ବି ହେଉ ନା କାହିଁକି କେବେ ବି ଏହି କଥା କୁ କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ । ଏମିତି ରେ ଯଦି କହନ୍ତୁ ତେବେ ଆପଣ ମାନଙ୍କ ଗୋପନିୟତା କୁ ସେ ଅନ୍ୟ ଆଗରେ ପ୍ରକାଶ କରିବାର ଭୟ ରହି ଥାଏ । ଏବଂ ସେହି ପରି କ୍ଷେତ୍ର ରେ ସେ ଆପଣ ମାନଙ୍କ ବ୍ଲାକ୍ ମେଲ୍ ବି କରିବାର ବହୁତ ସମ୍ଭାବନା ରହି ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button