IBN ଓଡ଼ିଶା ଏକ୍ସକ୍ଲୁସିଭ୍

ରାଶି ଅନୁସାରେ ପୂଜା କରନ୍ତୁ ଏହି ଭଗବାନଙ୍କୁ, ସବୁ ମନସ୍କାମନା ହେବ ପୂରଣ

ବନ୍ଧୁଗଣ ସାଧାରଣତ କଷ୍ଚ ଅନସାରେ ସଫଳ ମିଳି ନଥାଏ ଯଦି ଆମେ ରାଶି ଅନୁସାରେ ଭଗବାନକଙ୍କୁ ନୟମିତ ପୂଜା କରିବା ତେବେ ଜୀବନରେ ନିଶ୍ଚିନ୍ତ ସଫଳତା ମିଳିବ । ମେଷ ରାଶି ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ ଏବଂ ରବିବାର ଦୀନ ସକାଳୁ ସୁର୍ଯ୍ୟ ଦେବତାଙକୁ ପୂଜା କରନ୍ତୁ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ଦୃଷ୍ଟ ଖଣ୍ଡନ ହେବ । ବୃଷ ରାଶି ଯଦି ସାଧୁ ଓ ଗରିବ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଛଟ ପିଲାଙ୍କୁ ଶୁର୍କବାର ଦୀନ ମିଷ୍ଟାନ ବଣ୍ଟନ କରନ୍ତୁ ଏବଂ ନିୟମିତ ମାଁ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଧନ ପ୍ରାପ୍ତି ହେବ ।

ମିଥୁନ ରାଶି ଗାଇକି ଖାଇବାକୁ ଦିଅନ୍ତୁ ଗୁରୁବାର ଦୀନ ଭଗବାନ ବିଷ୍ଣୁଙ୍କ ସହସର ନାମ ଜପ କରନ୍ତୁ ଗରିବ ପିଲାଙ୍କୁ ବସ୍ତ୍ର ଦାନ କରନ୍ତୁ ଆପଣଙ୍କର ସବୁ ମନସ କାମନା ପୁରଣ ହେବ । କର୍କଟ ରାଶି ଧଳା ଗାଇକି ଖାଇବାକୁ ଦିଅନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କରିବା ସହିତ ତାଙ୍କ ଆଶ୍ରୀବାଦ ନିୟନ୍ତୁ ସଫଳତା ମିଳିବ ।

ସିଂହ ରାଶି ନିୟମିତ ସୁର୍ଯ୍ୟ ଦେବତାଙ୍କୁ ପାଣି ଦେଖନ୍ତୁ ଓ ଶିବ ଲଙ୍ଗ ଓ ଅସ୍ତ ଗଛରେ ପାଣି ଢାଳନ୍ତୁ ଏବଂ ଗୁରୁଜନ ମାନଙ୍କୁ ସ୍ନମାନ କରନ୍ତୁ ଶନି ବାର ଦୀନ କିଛି ଦାନ କରନ୍ତୁ ଏମିତି କଲେ ସବୁ ଦସା କଟିଯିବ । କନ୍ୟା ରାଶି ନିୟମିତ ତୁଳସି ଗଛ ପୂଜା କରିବା ସହିତ ବିଷ୍ଣୁଙ୍କୁ ଆରତି କରନ୍ତୁ ଯେବେ ସମ୍ଭବ ଗରିବ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।

ତୁଳା ରାଶି ସବୁ ଶନିବାର କଳା ବସ୍ତ୍ର ଓ ସୁରିସ ତେଲ ଦାନ କରନ୍ତୁ ନିୟମିତ ଭାବରେ ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ । ବିଚ୍ଛା ରାଶି ଗାଇଙ୍କୁ ଖାଇବାକୁ ଦିଅନ୍ତୁ ମଙ୍ଗଳ ବାର ଓ ଶନିବାର ଦୀନ ଗରିବ ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ନିୟମିତ ମାଁ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଧନ ପ୍ରାପ୍ତି ହେବ । ଧନୁ ରାଶି ନିୟମିତ ସୁର୍ଯ୍ୟ ଦେବତାଙ୍କୁ ପାଣି ଟେକନ୍ତୁ ଆପଣଙ୍କର ସବୁ ମନସ କାମନା ପୁରଣ ହେବ ।

ମକର ରାଶି ଗରବ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କଲେ ସଫଳତା ମିଳିବ । କୁମ୍ଭ ରାଶି ସବୁ ଶନିବାର କଳା ବସ୍ତ୍ର ଓ ସୁରିସ ତେଲ ଦାନ କରନ୍ତୁ ଗରିବ ପିଲାଙ୍କୁ ବସ୍ତ୍ର ଦାନ କରନ୍ତୁ ନିୟମିତ ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

 

ମୀନ ରାଶି ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ଦୃଷ୍ଟ ଖଣ୍ଡନ ହେବ ଗୁରୁବାର ଦୀନ ପିଲାଙ୍କୁ ଡାକି ଘରେ ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଜାଣିରଖ ରାଶି ଅନୁସାରେ ଭଗବାନଙ୍କୁ କେମିତି ପୂଜା କଲେ ଆପଣ ସଫଳତା ପାଇବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button