ଦେଶ

ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ | ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ ସୁନକ | ଦିଲ୍ଲୀ ବିମାନ ବନ୍ଦରରେ ସୁନକଙ୍କୁ ଭବ୍ୟ ସ୍ୱାଗତ | ବ୍ରିଟେନ ପ୍ରଧାନମନ୍ତ୍ରୀ ହେବ ପରେ ପ୍ରଥମ ଥର ଭାରତ ଆସିଲେ ସୁନକ | ସନ୍ଧ୍ୟାରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ବାଇଡେନ |

ଜାଣନ୍ତୁ ଜି-୨୦ ସମ୍ମିଳନୀରେ କେଉଁ କେଉଁ ନେତାମାନେ ଯୋଗ ଦେଉଛନ୍ତି….

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button