ମନୋରଞ୍ଜନ

Gk Questions And Answers- ମା’ ଠାରୁ ଜନ୍ମ ହୁଏ ମା’ କୁ ଛୁଇଁଲେ ମରି -ଯାଏ, ତାହା କଣ ?

ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଗୁଡିକ ଆମର ଆଜିକାଲି ଦୁନିଆରେ ଜାଣିବା ନିହାତି ଆବଶ୍ୟକ।ଏହା ଆମର ଜ୍ଞାନ ବୃଦ୍ଧି କରିଥାଏ। ଆଜି କାଲି ଅନେକ ପରୀକ୍ଷା ଇଣ୍ଟରଭିଉ ରେ ଏହି ପ୍ରଶ୍ନ ଉତ୍ତର ଗୁଡିକ ପଚରା ଯାଇଥାଏ। ତେଣୁ ଆଜି ଆପଣଙ୍କ ପାଇଁ ଆମେ ନେଇ ଆସିଛୁ କିଛି କୌତୁକ ଚତୁର ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର।ତେବେ ଆସନ୍ତୁ ଏହାକୁ ଆଲୋଚନା କରିବା।

ପ୍ରଥମ ପ୍ରଶ୍ନ : ତାହା କଣ ଆମେ ଯାହାଦ୍ୱାରା କାନ୍ଥ ର ଆରପଟ ମଧ୍ୟ ଦେଖି ପାରିବା?
ଉତ୍ତର- ଝରକା

ଦ୍ୱିତୀୟ ପ୍ରଶ୍ନ : ତାହା କଣ ଯାହା ଗୋଟିଏ ଜାଗା ରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ଅନ୍ୟ ଜାଗାକୁ ହଟି ନଥାଏ?

ଉତ୍ତର-ରାସ୍ତା

ତୃତୀୟ ପ୍ରଶ୍ନ : ଓଡ଼ିଆ ନବ ବର୍ଷ କେବେ ପାଳିତ ହୁଏ?

ଉତ୍ତର- ପଣା ସଂକ୍ରାନ୍ତି

ଚତୁର୍ଥ ପ୍ରଶ୍ନ : ଜାଗର ଯାତ୍ରା ଦିନରେ କେଉଁ ଦେବତା ଙ୍କୁ ଆରାଧନା କରାଯାଏ?

ଉତ୍ତର-ଶିବ

ପଞ୍ଚମ ପ୍ରଶ୍ନ:ଓଡିଶା ର ପାରମ୍ପରିକ ଲୋକ ନୃତ୍ୟ କଣ?

ଉତ୍ତର- ଓଡିଶୀ ନୃତ୍ୟ

ଷଷ୍ଠ ପ୍ରଶ୍ନ :ପୃଥିବୀ ର ସବୁଠାରୁ ଶକ୍ତ ପଦାର୍ଥ କଣ?

ଉତ୍ତର- ହୀରା

ସପ୍ତମ ପ୍ରଶ୍ନ : ମଣିଷ ଶରୀର ର ସବୁଠୁ ବଡ ଗଣ୍ଠି କେଉଁଟି?

ଉତ୍ତର-ଆଣ୍ଠୁଗଣ୍ଠି

ଅଷ୍ଟମ ପ୍ରଶ୍ନ :କେଉଁ ପ୍ରାଣୀ ସ୍ଥନ୍ୟପାୟୀ ପ୍ରାଣୀ ହେଲେ ମଧ୍ୟ ଅଣ୍ଡା ଦେଇଥାଏ?

ଉତ୍ତର- ପ୍ଲାଟୀପ୍ଲସ

ନବମ ପ୍ରଶ୍ନ : ଆଦୌ ପାଣି ପିଉନଥିବା ବ୍ୟକ୍ତି କିଏ?

ଉତ୍ତର- କୋଆଲା

ଦଶମ ପ୍ରଶ୍ନ :ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ତାହା କଣ?

ଉତ୍ତର-ଲୁଣ ,ସମୁଦ୍ର ପାଣି ରୁ ସୃଷ୍ଟି ହୁଏ ପାଣି କୁ ଛୁଇଁଲେ ମିଳେଇଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button