ମନୋରଞ୍ଜନ

Gk Questions & Answers- କ୍ଷେତରେ ଥିଲେ ସବୁଜ, ବଜାରକୁ ଆସିଲେ କଳା ଓ ଘରକୁ ଆସିଲେ ଲାଲ ହୋଇଯାଏ, କୁହନ୍ତୁ ତାହା କଣ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ।କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ। ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ।କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ।

ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ।

୧.ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କାହାକୁ କୁହା ଯାଉଥିଲା?
ଉତ୍ତର-କୋଲକାତା।

୨.ଫଳ ର ସହର ଭାରତରେ କାହାକୁ କୁହାଯାଏ?
ଉତ୍ତର-ହିମାଚଳ ପ୍ରଦେଶ।

୩.ବିଶ୍ୱର ସବୁଠାରୁ ଗରମ ଦେଶ କାହାକୁ କୁହାଯାଏ?
ଉତ୍ତର-ଲିବିୟା।

୪.କେଉଁ ଜୀବ ର ରକ୍ତ ଧଳା ହୋଇଥାଏ?
ଉତ୍ତର-ଅସରପା।

୫.ପାରାଦ୍ୱୀପ ବନ୍ଦର କେଉଁଠାରେ ଅବସ୍ଥିତ?
ଉତ୍ତର-ଓଡ଼ିଶା।

୬.ଦୁନିଆର ସବୁଠାରୁ ଲମ୍ବା ନଦୀ କିଏ?
ଉତ୍ତର-ନୀଳ ନଦୀ।

୭.ବିଶ୍ୱର ସବୁଠାରୁ ମହଙ୍ଗା ଜୀବ କିଏ?
ଉତ୍ତର-ରେସ ର ଘୋଡ଼ା।

୮.ମାନଶୁନ ଶବ୍ଦର ଉତ୍ପନ୍ନ କେଉଁ ଭାଷା ରୁ ହୋଇଥିଲା?
ଉତ୍ତର-ଆରବୀ ଭାଷା।

୯.ବିଶ୍ୱର ସବୁଠାରୁ ଗରିବ ଦେଶ କାହାକୁ କୁହାଯାଏ?
ଉତ୍ତର-ଭୁଟାନ।

୧୦.କେଉଁ ଦେଶରେ ଟିକ ଟକ ଚଳାଇବା ଅପରାଧ ଅଟେ?
ଉତ୍ତର-ଉତ୍ତର କୋରିଆ।

୧୧.ଶରୀର ର ସବୁଠାରୁ ଗରମ ଅଙ୍ଗ କଣ ଅଟେ?
ଉତ୍ତର-ହୃଦୟ।

୧୩.କର୍ଣ୍ଣାଟକ ର ରତ୍ନ କାହାକୁ କୁହାଯାଏ?
ଉତ୍ତର-ମସୁର।

୧୪.କେଉଁ ଦେଶରେ ବିଲେଇ ମାନଙ୍କର ପୂଜା କରାଯାଏ?
ଉତ୍ତର-ଇଜିପ୍ଟ।

୧୫.କେଉଁ ଫଳ କୁ ଅମୃତ ଫଳ କୁହାଯାଏ?
ଉତ୍ତର-ପିଜୁଳି।

୧୬.ତମ୍ବା ର ଦେଶ କାହାକୁ କୁହାଯାଏ?
ଉତ୍ତର-ଜାମ୍ବିଆ।

୧୭.ଚନ୍ଦାପନ କେଉଁ କାରଣରୁ ହୋଇଥାଏ?
ଉତ୍ତର-କବକ।

୧୮.ଗିର ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ?
ଉତ୍ତର-ଗୁଜୁରାଟ।

୧୯.କଳା ମୃତ୍ୟୁ କେଉଁ ରୋଗକୁ କୁହାଯାଏ?
ଉତ୍ତର-ପ୍ଲେଗ ରୋଗ।

୨୦.ମିନି ପଞ୍ଜାବ କାହାକୁ କୁହାଯାଏ?
ଉତ୍ତର-କାନାଡ଼ା।

୨୧. କ୍ଷେତରେ ଥିଲେ ସବୁଜ, ବଜାରକୁ ଆସିଲେ କଳା, ଓ ଘରକୁ ଆସିଲେ ଲାଲ ହୋଇଯାଏ, କୁହନ୍ତୁ ତାହା କଣ ?

ଉତ୍ତର- ଚା ପତି

Related Articles

Leave a Reply

Your email address will not be published. Required fields are marked *

Back to top button