ଦେଶ

ଜି-୨୦ ରେ ‘ଥ୍ରୀ-ଏଫ୍’ – Ibnodisha

[ad_1]

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ‘ଥ୍ରୀ-ଏଫ୍’ କୁ ମିଳିତ ଭାବେ ମିଳିଲା ସହମତି | ଥ୍ରୀ-ଏଫ୍ : ଫୁଡ୍,ଫୁଏଲ ଓ ଫର୍ଟିଲାଇଜରକୁ ଗୁରୁତ୍ଵ ମିଳିଲା | ଥ୍ରୀ-ଏଫ୍ ଆଲୋଚନା ନେଇ ବୈଦେଶିକ ମନ୍ତ୍ରୀ ଜୟାଶଙ୍କ ସୂଚନା | ଆତଙ୍କବାଦ ବିରୋଧି ଅଭିଯାନକୁ ବି ସବୁ ରାଷ୍ଟ୍ରଙ୍କ ସମର୍ଥନ | ଆତଙ୍କବାଦକୁ ନେଇ ସବୁ ସଦସ୍ୟ ରାଷ୍ଟ୍ରଙ୍କ ଚିନ୍ତା ପ୍ରକଟ | ଚିନ୍ତା ପ୍ରକଟ ସହ ଆତଙ୍କବାଦକୁ ନିନ୍ଦା କଲେ ସବୁ ସଦସ୍ୟ ରାଷ୍ଟ୍ର | ଆତଙ୍କବାଦ ସାରା ବିଶ୍ୱର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ | ମନି ଲଣ୍ଡରିଂ ଉପରେ ମଧ୍ୟ ସବୁ ରାଷ୍ଟ୍ରଙ୍କ ଗୁରୁତ୍ଵାଆରୋପ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button