ଯାହାଙ୍କ କଥା ଆପଣ ଦିନରାତି ଭାବୁଛନ୍ତି, କ’ଣ ସେ ବି ଆପଣଙ୍କୁ ସେତିକି ଭଲ ପାଆନ୍ତି… Love Tarot

ବନ୍ଧୁଗଣ ଆଜିକାଲି ଅନେକ ପିଲା ପ୍ରେମ ବନ୍ଧନରେ ବହୁତ ଶୀଘ୍ର ବାନ୍ଧି ହୋଇଯାଉଛନ୍ତି । ଏହାର କିଛି ଦିନ ପରେ ସେମାନଙ୍କର ବ୍ରେକଅପ ମଧ୍ୟ ହୋଇଯାଉଛି । ହେଲେ ସେହି ପ୍ରେମ ବନ୍ଧନ କେବେ ମଧ୍ୟ ଭାଙ୍ଗିନଥାଏ । ଯାହାଙ୍କ ପ୍ରେମ ପ୍ରକୃତ ପ୍ରେମ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ 3 ଟି ପ୍ରଜାପ୍ରତି ମଧ୍ୟରୁ କୌଣସି ଏକ ପ୍ରଜାପ୍ରତିକୁ ବାଛିବା ପାଇଁ କହିବୁ । ଯାହା ଦ୍ଵାରା ଆପଣ ଯାହାଙ୍କ ଭାବନାରେ ଦିନରାତି ବୁଡିକି ରହୁଛନ୍ତି । ସେ କଣ ପ୍ରକୃତରେ ଆପଣଙ୍କୁ ଭଲ ପାଆନ୍ତି କି ନାହିଁ ତାହା ଏଠାରେ ଜାଣିବାକୁ ପାଇବେ ।
ପ୍ରଥମ ପ୍ରଜାପ୍ରତି- ଯେଉଁ ମାନେ ଏହି ପ୍ରଜାପ୍ରତିକୁ ନିଜ ପାର୍ଟନରର ମନର କଥା ଜାଣିବା ପାଇଁ ବାଛିଛନ୍ତି । ତେବେ ଏହି ପାର୍ଟନର ଜଣଙ୍କ ଆପଣଙ୍କୁ ବର୍ତ୍ତମାନ ସମୟରେ ବହୁତ ଭଲ ପାଆନ୍ତି ସତ । ହେଲେ ଆଗକୁ ଯାଇ ଆପଣ ତାଙ୍କର ଜୀବନସାଥି ହୋଇପାରିବେ ନାହିଁ । ଆଗକୁ ଯାଇ ଆପଣ ଦୁହିଙ୍କ ମଧ୍ୟରେ କିଛି ନା କିଛି ସମସ୍ଯା ଉପୁଯିବା ପାଇଁ ଯାଉଛି ।
ତେଣୁ ଯଦି ଆପଣ ଦୁହେଁ ଲଭ ରିଲେସନସିପରେ ଅଛନ୍ତି । ତେବେ ଆପଣ ଆପଣଙ୍କ ପାର୍ଟନରଙ୍କ ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ । ନଚେତ ଆପଣ ଜୀବନରେ ବହୁତ ବଡ ଧୋକାରେ ମଧ୍ୟ ପଡ଼ିପାରନ୍ତି ବୋଲି ୟୁନିଭର୍ସ ପକ୍ଷରୁ ସୂଚନା ମିଳୁଛି ।
ଦିତୀୟ ପ୍ରଜାପ୍ରତି- ଆପଣ ଯେଉଁ ମାନେ ଦିତୀୟ ନମ୍ବର ପ୍ରଜାପ୍ରତିକୁ ବାଛିଛନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ଭଲ ପାଆନ୍ତି । ସେ ଆପଣଙ୍କୁ ଅନ୍ୟ କାହା ସହିତ ଦେଖିବାକୁ ଜମାରୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସେ ଆପଣଙ୍କ ଠାରୁ କେବଳ ଆଉ କେବଳ ଭଲ ପାଇବା ହିଁ ଆଶା କରନ୍ତି ।
ଆପଣ ନିଜର ସମୟ ମଧ୍ୟରୁ ବହୁତ ସମୟ ଆପଣ ତାଙ୍କ ସହ ବିତାନ୍ତୁ ବୋଲି ସେ ପସନ୍ଦ କରନ୍ତି । ଯଦି ଲଭ କଥା କହିବାକୁ ଯିବା । ତେବେ ଆପଣଙ୍କ ଲଭ ପାର୍ଟନର ଆପଣଙ୍କୁ ବହୁତ ଅଧିକ ଭଲ ପାଆନ୍ତି ।
ତୃତୀୟ ପ୍ରଜାପ୍ରତି- ତୃତୀୟ ପ୍ରଜାପ୍ରତି ବାଛିବା ଅନୁସାରେ ଆପଣଙ୍କୁ ଆପଣଙ୍କ ଲଭ ପାର୍ଟନର ବହୁତ ଅଧିକ ଭଲ ପାଆନ୍ତି । ଆପଣ ତାଙ୍କର ଦୁନିଆ ଅଟନ୍ତି । ଆପଣ ତାଙ୍କ ଜୀବନକୁ ଆସିଲା ପରେ ସେ ନିଜକୁ ବହୁତ ଲକି ବୋଲି ଭାବନ୍ତି । ହେଲେ ଆପଣ ଦୁହିଙ୍କ ମଧ୍ୟରେ ଯଦି କିଛି ସମସ୍ଯା ରହିଥାଏ । ତେବେ ଏହି ସମସ୍ଯାକୁ ଦେଖି ଆପଣ କେବେବି ତାଙ୍କର ହାତ ଅଧାରୁ ଛାଡି ଚାଲିଯିବେ ନାହିଁ ।
କାରଣ ଯେତେ ଯାହା ସମସ୍ଯା ଆସୁ ପଛେ ସେ ଆପଣଙ୍କୁ ହିଁ ତାଙ୍କ ଜୀବନରେ ସବୁବେଳେ ଭଲ ପାଇଆସୁଥିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ