IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭାରତରେ କେଉଁ ରାଜ୍ୟ ରେ ସର୍ବାଧିକ ଚାଉଳ ଉତ୍ପାଦନ ହୋଇଥାଏ ? ଏହା ସହ 15+ Questions With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ଅନେକ ସମୟରେ ଅନେକ ଲୋକ ଜାଣି ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଏହାକୁ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣି ପାରିଲେ ନିଶ୍ଚୟ ଉପକୃତ ହେବେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ଦେଶ କୁ ମିନି ପଞ୍ଜାବ କୁହାଯାଏ ?

ଉତ୍ତର- କାନାଡା ।

2- କେଉଁ ଦେଶ ରେ ପ୍ଲାଷ୍ଟିକ ମୁଦ୍ରା ର ପ୍ରଚଳିତ ହୁଏ ?

ଉତ୍ତର- ଅଷ୍ଟ୍ରେଲିୟା ।

3- କେଉଁ ଦେଶ ରେ ରବିବାର ଛୁଟି ହୁଏ ନାହିଁ ?

ଉତ୍ତର- ୟମନ ।

4- ସୂର୍ଯ୍ୟ ଅସ୍ତ ହେବାର ଦେଶ କାହାକୁ କୁହାଯାଏ ?

ଉତ୍ତର- ନରୱେ ।

5- ସୂର୍ଯ୍ୟ ଉଦୟ ହେବାର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାପାନ ।

6- ଲାଲ କିଲ୍ଲା କିଏ ନିର୍ମାଣ କରିଥିଲେ ?

ଉତ୍ତର- ଶାହଜାହନ ।

7- ତାଜମହଲ କିଏ ନିର୍ମାଣ କରିଥିଲେ ?

ଉତ୍ତର- ଶାହଜାହାନ ।

8- ଚାରମିନାର କିଏ ନିର୍ମାଣ କରିଥିଲେ ?

ଉତ୍ତର- ମହମ୍ମଦ ସାହା ।

9- କୁତବ ମିନାର କିଏ ନିର୍ମାଣ କରିଥିଲେ ?

ଉତ୍ତର- କୁତବକ ଉଦିନ ଆଇବାକ ।

10- ଲାଲ କିଲ୍ଲା ନିର୍ମାଣ ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର- 10 ବର୍ଷ ।

11- ତାଜମହଲ ନିର୍ମାଣ ପାଇଁ କେତେ ସମୟ ଲାଗିଥିଲା ?

ଉତ୍ତର- 22 ବର୍ଷ ।

12- କଳା ସୋଲା କେଉଁ ବ୍ୟକ୍ତି ଖାଇବା ଉଚିତ ନୁହେଁ ?

ଉତ୍ତର- ଲିଭର ସମସ୍ଯା ଥିବା ବ୍ୟକ୍ତି ।

13- କେଉଁ ଫଳକୁ ଫ୍ରିଜ ରେ ରଖିଲେ ଅଳ୍ପ ଦିନ ମଧ୍ୟରେ ପଚି ଯାଇଥାଏ ?

ଉତ୍ତର- କଦଳୀ ।

14- ବର୍ଷରେ କେଉଁ ରାତି ଅଧିକ ସମୟ ପାଇଁ ରହିଥାଏ ?

ଉତ୍ତର- ଡିସେମ୍ବର 22 ତାରିଖ ।

15- ପୋଦିନା ପତ୍ର ଖାଇବା ଦ୍ଵାରା କେଉଁ ସମସ୍ଯା ଦୂର ହୋଇଥାଏ ?

ଉତ୍ତର- ଏସିଡିଟି, ମୁହଁ ର ବରଣ, ଖାଦ୍ୟ ହଜମ ଓ ପେଟ ଥଣ୍ଡା ହୋଇଥାଏ ।

16- ଭାରତରେ କେଉଁ ରାଜ୍ୟ ରେ ସର୍ବାଧିକ ଚାଉଳ ଉତ୍ପାଦନ ହୋଇଥାଏ ?

ଉତ୍ତର- ପଶ୍ଚିମବଙ୍ଗ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button