IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କେଉଁ ସମୟରେ ଚୁପ ରହିବା ଉଚିତ ନୁହେଁ, Krishna Vani

ଚୁପ ରହିବା ଏକ ଭଲ ଗୁଣ କୁହାଯାଏ । ଆମ ଶାସ୍ତ୍ର ରେ ମଧ୍ୟ ଏହାକୁ ନେଇ ଅନେକ କଥା ଅକୁହାଯାଇଛି । କୁହାଯାଇଛି କି ଏକ ଚୁପି ଦ୍ଵାରା ଆମେ ସବୁ କିଛି ହରାଇ ଦେଇ ଥାଉ ଓ ଏହି ଚୁପି ଦ୍ଵାରା ଆମେ ସବୁଙ୍କୁ ହରାଇ ଦେଇ ଥାଉ । କହିବାର ମାନେ ହେଉଛି କି ମୌନ ରହିବା ଭଲ କଥା । କାରଣ କୁହାଯାଏ କି ଚୁପ ରହିବା ଦ୍ଵାରା ବଡ ବଡ ଝଗଡା ବନ୍ଦ ହୋଇ ଯାଇ ଥାଏ । କିନ୍ତୁ ସବୁ ଜାଗାରେ ଚୁପ ରହିବା ଉଚ୍ଚିତ ନୁହେଁ ।

ତେଣୁ ଭଗବାନ କହିଛନ୍ତି କି କେଉଁ ଜାଗାରେ ଚୁପ ରହିବା କଥା ଓ କେଉଁ ଜାଗାରେ ଚୁପ ରହିବା କଥା ନୁହେଁ । ଏହାର ଉତ୍ତର ଭଗବାନ ଭାଗବତ ଗୀତାରେ ଦେଇ ଛନ୍ତି । ତେବେ ଏହି ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା । କୁହାଯାଏ କି ଯେଉଁ ମାନେ ସାଧାରଣ ଭାବେ ଅଧିକ କଥା କୁହନ୍ତି ନି ସେମାନଙ୍କୁ ମୌନ ରହିବା ପାଇଁ କୁହାଯାଏ । ଏହା ମଧ୍ୟ କୁହାଯାଏ କି ଯେଉଁ ମାନେ ବେକାର କଥାରେ ଭଡ ଭଡ ହେଉଥାନ୍ତି ସେମାନଙ୍କୁ ଲୋକମାନେ ଗମ୍ଭୀର ଭାବେ ନିଅନ୍ତି ନି । ସବୁ ଦେଖି ଜାଣି ଶୁଣି ମଧ୍ୟ ଚୁପ ରହିବା କୁ ମୌନ ରହିବା କୁହାଯାଏ । ଆମେ ଯେତେ ଅଧିକ ଚୁପ ରହିବା ତେବେ ଆମେ ସେତେ ଅଧିକ ପ୍ରକୃତି ରେ ମିଶି ପାରିବା ।

ଆପଣ ମାନେ ଜାଣି ପାରିବେ କି ଆମେ ଯଦି ସବୁ ବେଳେ କଥା ହୋଇକି ଏହାର ସମାଧାନ ପାଇ ପରୁନେ କିଛି ସମୟ ଚୁପ ରହିବା ଦ୍ଵାରା ଆମେ ସମାଧାନ ପାଇ ପାରିବା । ଆମେ କିନ୍ତୁ ଯେତେବେଳେ ଅଧିକାର କଥା ଅଛି ସେଇ ସମୟରେ ଚୁପ ରହିବା ଅନୁଚିତ ଅଟେ । ଏହାକୁ ମୂର୍ଖତା କୁହାଯାଏ । ଅର୍ଜୁଅନ ଯେତେବେଳେ ନିଜ ଲୋକମାନଙ୍କ ଆଗରେ ଯୁଧ୍ୟ କରିବା ପ୍ପାଇ ଆସିଲା ସେ କାନ୍ଦି ପକାଇଲା ସେତେବେଳେ ଭଗବାନ କହିଲେ ଏହି ପରିସ୍ଥିତି ଏହା ପାଇଁ ଉତ୍ତପର୍ଣ୍ଣ ହୋଇଛି କାରଣ ଯେଉଁ ସମୟରେ ଲୋକଙ୍କୁ କହିବା କଥା ଥିଲା ସେଇ ସମୟରେ ବହୁ ଲୋକମାନେ ଚୁପ ହୋଇ ରହିଥିଲେ ।

ପାପ ଦିନକୁ ଦିନ ବଢିବା ବେଳେ । ନିଜ ଅଧିକାର ପାଇଁ ଓ ନିଜ ସ୍ଵତନ୍ତ୍ରତା ଓ ସ୍ଵାଧୀନତା ପାଇଁ କିମ୍ବା ସତ୍ୟ କଥା ପାଇଁ ଆମେ ଯଦି କହିବା ତେବେ ଆମ ପାଇଁ ଏହା ଖରାପ ନୁହେଁ । ଆପଣଙ୍କ ଚୁପ ରହିବା ଦ୍ଵାରା ଅନ୍ୟ ଲୋକମାନେ ଯେଉଁ ମାନେ ଖଳ ହୋଇ ଥାନ୍ତି ସେମାନେ ଶକ୍ତିଶାଳୀ ହୋଇ ଥାନ୍ତି । କିଏ ଆମକୁ ଅଟକାଉଛି ଚୁପ ରହିବା ପାଇଁ । କିନ୍ତୁ ଆମେ ଏହାକୁ ମନକୁ କାଢି ଦେବା ପରେ ଆପଣ ମୁହଁ ଖୋଲି କହିବା କଥା । ଏହା ପାଇ ଏହା ଉଚ୍ଚିତ ନୁହେଁ ଏହା କି ଆମେ ଅତ୍ୟାଚାର ସହିବୁ । ଆମେ ନିଜ ବଳ ବୁଦ୍ଧି ଦ୍ଵାରା ସମାଜର କାଳଙ୍କ କୁ ହଟାଇ ପାରିବା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button