IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରଦୀପ ମହାରଥିଙ୍କ ପରିବାର ଓ ସମ୍ପତି, ବାପରେ ଏତେ ସମ୍ପତ୍ତିର ମାଲିକ

ବନ୍ଧୁଗଣ BJD ପ୍ରାର୍ଥି ପ୍ରଦିପ୍ ମହାରଥୀ ଙ୍କର ମୃତ୍ୟୁ ଘଟିଛି ହଁ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ ।  ଭୁବନେଶ୍ୱର ସ୍ଥିତ ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ବେଳେ ମାତ୍ର 65 ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇଛି, ତେବେ ଆଜି ଆମେ ଆଜି ସେହି ପ୍ରଦିପ୍ ମହାରଥୀ ଙ୍କର ଘର ପରିବାର ଓ ତାଙ୍କର ସଂମ୍ପତୀ କେତେ ଏବଂ ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ।

ତେବେ ଏହା ପୂର୍ବ ରୁ ଆପଣ ମାନଙ୍କୁ ପୋଷ୍ଟ ଭଲ ଲାଗୁ ଥିଲେ ନିଶ୍ଚିତ ଭାବେ ସେୟାର କରିବା ପାଇଁ ଅନୁରୋଧ, ତେବେ ପ୍ରଦିପ୍ ମହାରଥୀ ଙ୍କ ସଂମ୍ପତୀ ବିଷୟ ରେ ଜାଣିବା ପୂର୍ବ ଆପଣ ମାନେ ତାଙ୍କ ବିଷୟ ରେ କିଛି ଜାଣି ରଖନ୍ତୁ, ପ୍ରଦିପ୍ ମହାରଥୀ 1955 ମସିହା ଜୁଲାଇ 4 ତାରିଖ ରେ ଜନ୍ମ ଲାଭ କରି ଥିଲେ, ଏବଂ 2020 ମସିହା ଅକ୍ଟୋବର ମାସ 4 ତାରିଖ ରେ ତାଙ୍କର ମୃତ୍ୟୁ ଘଟିଛି, ଏବଂ ମୃତ୍ୟୁ ବେଳକୁ ତାଙ୍କର ବୟସ ମାତ୍ର 65 ବର୍ଷ ।

ସେ ଜଣେ BJD ପାର୍ଥି ଏହା ସହିତ ତାଙ୍କର ଶିକ୍ଷା ଗତ ଯୋଗ୍ୟତା ଉପରେ ଯଦି ନଜର ପକେଇବେ ସେ ସାମନ୍ତ ଚନ୍ଦ୍ର ସେଖର ସ୍ୱୟଂ ସାଶିତ ମହା ବିଦ୍ୟାଳୟ ରୁ ନିଜର ପାଠ ପଢା ସାରି ଥିଲେ, ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି, ରୁଦ୍ର ଏବଂ ପଲ୍ଲବୀ, ଆପଣ ମାନେ ପଲ୍ଲବୀ ମହାରଥି ଙ୍କ ବିବାହ ବିଷୟ ରେ ବହୁତ ଭଲ ଭାବେ ଜାଣି ଥିବେ ।

ସେ ଏହି ଦିନ ରେ ଓଲିଉଡ ର ସବୁପର ଷ୍ଟାର ଅର୍ଧେନ୍ଦୁ ଙ୍କୁ ବିବାହ କରି ଥିଲେ, ସେମିତି ରେ ସେହି ସମୟ ରେ ଯେଉଁ ପରି ଭାବେ ଡେକୁରେସନ ହୋଇ ଥିଲା ସେହି ବିବାହ ମଣ୍ଡପ କୁ ଆପଣ ମାନେ ଦେଖି କେବେ ବି ଜାଣି ପାରିବେ ନାହିଁ କି ତାହା ବିବାହ ମଣ୍ଡପ ନା ରାଜ ପ୍ରଶାଦ ଏବଂ ଏହା ସହିତ ପ୍ରଦିପ୍ ମହାରଥୀ ନିଜର କେରିଅର ରେ 7 ଥର ବିଧାୟକ ହୋଇଛନ୍ତି ।

ଏହା ସହିତ ସେ ନବିନୀ ଙ୍କ ମନ୍ତ୍ରୀ ମଣ୍ଡଳ ରେ ସଦସ୍ୟ ଭାବେ ପରିଚିତ ଅଟନ୍ତି, ସେମିତି ରେ ତାଙ୍କର ସଂମ୍ପତୀ ବିଷୟ ରେ ଯଦି କହିବା ତେବେ ତାଙ୍କର ପିପିଲି ଠାରେ ଆଲିସାନ ଘର ରହିଛି, ଏହା ସହିତ ତାଙ୍କର ବିରାଟ ବଡ ଫାର୍ମ ହାଉସ୍ ବି ରହିଛି, ଏବଂ ପଲ୍ଲବୀ ମହାରଥୀ ଜଣେ ଡାକ୍ତାର ଅଟନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button