IBN ଓଡ଼ିଶା ବ୍ୟୁରୋ

ଖାଲି ପେଟରେ ନୂଆ ବାହା ହୋଇଥିବା ସ୍ତ୍ରୀ ସହିତ ଶୋଇବାକୁ ଯାଇଥିଲା ସ୍ଵାମୀ, ସକାଳୁ ବେଡ୍ ଉପରେ ଦେଖିବାକୁ ମିଳିଥିଲା ଛାତି ଥରେଇଦେଲା ଭଳି ଦୃଶ୍ୟ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏପରି ସବୁ ମାମଲା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ସାଧାରଣତଃ ଏହି ସମସ୍ତ ମାମଲା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି ।

ବନ୍ଧୁଗଣ ଏହି ସମସ୍ତ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଇଁ ବିବାହ ଏକ ବହୁତ ବଡ ଖୁସି ହୋଇଥାଏ । କୁହାଯାଏ ବିବାହ ପରେ ମଣିଷର ଜୀବନ ସଂପୂର୍ଣ୍ଣ ବଦଳି ଯାଇଥାଏ । ବିବାହ କରିବା ଦ୍ଵାରା କେତେ ଜଣଙ୍କୁ ଜୀବନର ଆନନ୍ଦ ମିଳିଥାଏ ତ ଅନ୍ୟ କେତେ ଜଣଙ୍କୁ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

ହେଲେ ବନ୍ଧୁଗଣ ବିବାହ ପାଇଁ କୌଣସି ପୁରୁଷର ଦେହାନ୍ତ ହେବା ବିଷୟରେ ଆପଣ ଶୁଣି ନଥିବେ । ଆଜିଆମେ ଆପଣ ମାନଙ୍କୁ ଏକ ମାମଲା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ମାମଲା ବିଷୟରେ ।ବନ୍ଧୁଗଣ ଏହି ମାମଲାଟି ହେଉଛି ବିହାରର ମଥୁରା ଗାଁର ।

ଏହି ଗାଁରେ ଅମୃତ ଶର୍ମା ନାମକ ଯୁବକ ପୁଷ୍ପ ଦେବୀ ନାମକ ଯୁବତୀଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ଏହି ବିବାହଟି ଥିଲା ପ୍ରେମ ବିବାହ । ଏହି ଦୁଇଜଣ ପରସ୍ପର ସହ ବହୁତ ବର୍ଷ ହେବ ପ୍ରେମ କରୁଥିଲେ ଓ ଲୁଚି ଲୁଚି ଦେଖା ମଧ୍ୟ ହେଉଥିଲେ । ହେଲେ ବନ୍ଧୁଗଣ ଏମାନଙ୍କ ଘର ଲୋକ ଏହି ପ୍ରେମର ବିରୋଧରେ ଥିଲେ । ଘର ଲୋକ ଏହି ବିବାହ ପାଇଁ ରାଜି ନଥିଲେ । ପରିବାର ଲୋକ ବିରୋଧ କରିବାରୁ ଏହି ଦୁଇଜଣ ଘରୁ ବାହାରି ବିବାହ କରିଥିଲେ ।

 

ବିବାହ ପରେ ଏହି ଦୁଇଜଣ ଏକ ଭଡା ଘର ନେଇ ନିଜ ବୈବାହିକ ଜୀବନର ଆରମ୍ଭ କରିଥିଲେ । ହେଲେ ବିବାହର କେବଳ ୪ ଦିନ ପରେ ତାଙ୍କ ଘର ବିଛଣାରେ ଅମୃତଙ୍କ ଶବ ମିଳିଥିଲା । ଅମୃତଙ୍କ ପର ଲୋକ ହେବା ପରେ ତାଙ୍କ ପରିବାର ଲୋକ ଏହାର ସମସ୍ତ ଦୋଷ ଝିଅକୁ ଦେଇଥିଲେ । ଅମୃତଙ୍କ ପିତାଙ୍କ ମତରେ, ଦୁଇ ଦିନ ତଳେ ତାଙ୍କ ପୁଅ ତାଙ୍କ ଘରେ ଥିଲା ହେଲେ ପୁଷ୍ପା ଡାକିବା କାରଣରୁ ସେ ଏହି ସ୍ଥାନକୁ ଆସିଥିଲା ଯେଉଁଥି ପାଇଁ ଏହି ଘଟଣା ଘଟିଲା ।

ଘର ଲୋକଙ୍କ କଥା ଶୁଣି ପୋଲିସ ପୁଷ୍ପାକୁ ଗିରଫ କରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଷ୍ପାଙ୍କ ବିରୋଧରେ କୌଣସି ସାକ୍ଷ୍ୟ ପ୍ରମାଣ ମିଳିନାହିଁ । କିନ୍ତୁ ପୋଲିସ ନିଜ ତଦନ୍ତ ଆରମ୍ଭ କରିଦେଇଛି । ପୁଷ୍ପାଙ୍କ ମତରେ ସେ ଆଉ ତାଙ୍କ ସ୍ଵାମୀ ରାତିରେ କିଛି ନଖାଇ ଶୋଇବା ପାଇଁ ଚାଲି ଯାଇଥିଲେ ହେଲେ ସକାଳ ହେବା ପରେ ସେ ନିଜ ସ୍ଵାମୀଙ୍କ ସବ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button