ରାଜ୍ୟ
ଓଡ଼ିଶାରେ ଗଡ଼ିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ – Ibnodisha

[ad_1]
ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିଲା ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ତଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯାଇଛି। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରେ ବାହାରିଛି ଏକ୍ସପ୍ରେସ। ଦିନ ୧୨ଟା ରେ ତାଳଚେରରେ ପହଞ୍ଚିବ ଟ୍ରେନ୍। ତାଳଚେର ରୋଡ୍ ଯାଇ ପୁଣି ପୁରୀ ଫେରିବ ଟ୍ରେନ୍। ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳ ଷ୍ଟେସନରେ ମାତ୍ର ୨ଟି ମିନିଟ୍ ଲେଖାଏ ଟ୍ରେନ୍ ରହିବ। ଚଳିତ ବର୍ଷ ମେ ୧୮ ତାରିଖରେ ପୁରୀରୁ ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍କପ୍ରେସ। ।
[ad_2]