ରାଜ୍ୟ
ଥାନରେ ଭଙ୍ଗାରୁଜା: ମାମଲା ରୁଜୁ – Ibnodisha

[ad_1]
ବରଗଡ: ବରଗଡ ଆମ୍ବୋଭୋନା ଥାନା ଭଙ୍ଗାରୁଜା ଘଟଣାରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ସିସିଟିଭି ଫୁଟେଜ୍ ଆଧାରରେ ମାମଲା ରୁଜୁ କଲା ପୋଲିସ । ମାମଲା ରୁଜୁ ସହ ଅଭିଯୁକ୍ତମାନଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ରହିଛି । ଖୁବ୍ ଶୀଘ୍ର ଗିରଫଦାରୀ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପୋଡି ହୋଇ ଦମ୍ପତି ଗୁରୁତର
[ad_2]



