ରାଜ୍ୟ

ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା : ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ହଟିଲା ଅବରୋଧ – Ibnodisha

[ad_1]

ଭୁବନେଶ୍ୱର: ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ମାମଲା । ଅବରୋଧ ହୋଇଥିବା କେନାଲ ଖୋଲିଲା ଜବରଦଖଲକାରୀ ସଂସ୍ଥା । ୩୩୨ ମିଟର କେନାଲରୁ ଅବରୋଧ ହଟିଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ଅବରୋଧ ହଟିଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨ ବର୍ଷ ଧରି ଅବରୋଧ ରହିଥିଲା କେନାଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button