ଅପରାଧ
ଗର୍ଭବତୀଙ୍କୁ ମାରି ଫିଙ୍ଗିଦେଲେ ! – Ibnodisha

[ad_1]
ଭଦ୍ରକ: ବିବାହିତ ମହିଳାଙ୍କ ମୃତଦେହ ଠାବ ହୋଇଥିବା ବେଳେ ଏହା ହତ୍ୟା ସନ୍ଦେହ କରାଯାଉଛି । ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଂଚାୟତ କବିସାହି ନିକଟରେ ଠାବ ହୋଇଥିବା ସୂଚନା ରହିଛି । ମୃତ ମହିଳାଙ୍କ ଘର ନପଙ୍ଗରେ ଥିବା ବେଳେ ସେହି ଗାଁରେ ସେ ପ୍ରେମ ବିବାହ କରିଥିଲେ । ମୃତ ମହିଳା ଜଣଙ୍କ ବିବାହ ପରେ ଗର୍ଭବତୀ ଥିବା ସୂଚନା ରହିଛି ।
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ
[ad_2]