IBN ଓଡ଼ିଶା ବ୍ୟୁରୋ

ପଇସା ଗଣି ଗଣି ଥକିଯିବେ, ଦୀର୍ଘ ୧୦୦ ବର୍ଷ ପରେ ଏହି ୫ ଟି ରାଶିରେ କଳିଯୁଗର ପ୍ରଥମ ରାଜଯୋଗ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ । ଗ୍ରହ ର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ ।

କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ ।

ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତି କୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ ।

ବନ୍ଧୁଗଣ ଏହି ଏପ୍ରିଲ ମାସ ରେ କିଛି ରାଶି ମାନଙ୍କ ର ଗ୍ରହର ଚଳନ ହେତୁ ଏବଂ ମାତାଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଯୋଗୁଁ ସେମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ତେବେ ବନ୍ଧୁଗଣ ଆଜି ଆମେ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ଆପଣଙ୍କୁ କହିବୁ ଯେଉଁ ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. କନ୍ୟା ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘କନ୍ୟା ରାଶି’ । ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗ ର ସମ୍ଭାବନା ରହିଛି । ଭବିଷ୍ୟତ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଥିବା ଧନ ସମସ୍ୟା ଦୂର ହେବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ।

୨. ତୁଳା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନସାଥୀ ଙ୍କ ସହ ନିଜର ସମୟ ଅତିବାହିତ କରିବେ । ଭାଗ୍ୟ ର ଏମାନଙ୍କୁ ପୂର୍ଣ ସହଯୋଗ ମିଳିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ । ଭାଗ୍ୟର ସହଯୋଗ ରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭର ମଧ୍ୟ ସମ୍ଭାବନା ରହିଛି ।

୩. ସିଂହ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ସିଂହ ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ । ଏମାନଙ୍କ ଜୀବନରେ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ । ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟ ରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ ।

୪. ମେଷ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ମେଷ ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜ ଭାଗ୍ୟ ବଳ ରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ । ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନ ରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ ।

୫. କର୍କଟ ରାଶି- ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି ‘କର୍କଟ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ କୌଣସି ବଡ଼ ସଂସ୍ଥା ସହିତ ଜଡ଼ିତ ହେବେ । ଯାହାଦ୍ୱାରା ଏମାନେ ପ୍ରଶଂସା ର ଅଧିକାରୀ ହେବେ । ସ୍ୱାଦିଷ୍ଟ ଭୋଜନ ର ଆନନ୍ଦ ଉଠାଇବେ ଏବଂ ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ସମସ୍ୟା ର ସମାଧାନ ହେବ । ଵ୍ୟାପାରୀ ମାନେ ନିଜ ବ୍ୟାପାର ରେ ଦୁଇଗୁଣ ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କ ନିଶ୍ଚିତ ଭାବରେ ପ୍ରମୋସନ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କ ମାର୍ଗଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button