IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଝିଅ ସହିତ ବିଛଣାରେ ଆସି ସୋଇଥାଏ ସାପ, ଏହା ପରେ ସକାଳେ ଯାହା ହୁଏ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ଏହା ସମସ୍ତେ ଜାଣିଛନ୍ତି ଯେ ଭଗବାନ ନିଜ ଭକ୍ତଙ୍କ ଉପରେ ଅସିମ କୃପା କରିଥାନ୍ତି, ଭଗବାନ ନିଜ ଭକ୍ତଙ୍କ ସହ କେବେ ଖରାପ ହବାର ଦେଖି ପାରନ୍ତି ନାହିଁ, ହିନ୍ଦୁ ଧର୍ମରେ ଶିବ ଭଗବାନଙ୍କୁ ଲୋକ ବହୁତ ମାନନ୍ତି ।

ଶ୍ରାବଣ ମାସରେ ପାଣିନେଇ ଲୋକ ବୋଲ ବମ ଯାତ୍ରା ମଧ୍ୟ କରନ୍ତି ତେବେ ଆପଣମାନେ ଏହା ଜାଣିଛନ୍ତି ଯେ ସାପ ମହାଦେବଙ୍କ ଜୀବ ଅଟେ ଭଗବାନ ସାପକୁ ନିଜ ବେକରେ ଧାରଣ କରି ରୁହନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ।

ଦେବେନ୍ଦ୍ର କୋର କୃଷ୍ଣା ନଗର ନିବାସୀ ଉପରେ ଶିବଙ୍କ କୃପା ଦେଖିବାକୁ ମିଳିଛି, ତେବେ ଦୁଇ ଥର ସାପ ସହ ଶୋଇବା ପରେ ମଧ୍ୟ ଦେବେନ୍ଦ୍ର ବଞ୍ଚି ଯାଇଛନ୍ତି ସାପ ତାଙ୍କୁ ଡଙ୍କ ମାରି ନାହିଁ । ଗୋଟେ ଦିନ କଥା ସକାଳେ ଦେବେନ୍ଦ୍ର କୋର ଭାଇ ପ୍ଳେନରେ ଯିବେ ବୋଲି ଦେବେନ୍ଦ୍ର ଘର ଲୋକ ଭାଇକୁ ଛାଡିବା ପାଇଁ ଏୟରପୋର୍ଟ ଗଲେ ଏହି ସମୟରେ ଦେବେନ୍ଦ୍ର ଘରେ ଥିଲେ ଏବଂ ହଟାତ ଯେତେବେଳେ ସେ ସକାଳେ ୮ଟା ରେ ଉଠିଲେ ନିଜ ସାଇଡରେ ସାପ ଶୋଇବାର ଦେଖିଲେ ।


ଏହା ପରେ ସେ ନିଜ ଘର ଲୋକଙ୍କୁ ଫୋନ କଲେ ଏବଂ ସାପ ସୂଚନା ଦେଲେ ଯାହା ପରେ ଘର ଲୋକ କିଛି ସମୟରେ ଆସି ପହଞ୍ଚିଲେ ଏବଂ ସାପକୁ ଧରି ବିଲ ଆଡେ ଛାଡି ଆସିଲେ । ଏହା ପରେ ଆଉ ଦିନ ହଟାତ ଉଠିଲା ବେଳେ ଦେବେନ୍ଦ୍ର କୋର ୪ ଫୁଟ ଲମ୍ବା ସାପ ଶୋଇବାର ଦେଖିଲେ ହଟାତ ଡଋ ଯାଇ ଚିତ୍କାର କଲେ ଯାହା ପରେ ଘର ଲୋକ ଆସି ପହଞ୍ଚିଲେ ଏହା ଦେଖି ସାପ ଡଙ୍କ ମାରିବା ପାଇଁ ଉଠି ଗଲା ଏହା ପରେ ବହୁତ ଅସୁବିଧାରେ ସାପକୁ ଧରା ଗଲା ଏବଂ ଫୁଣି ବିଲରେ ଛାଡି ଦିଆ ଗଲା ।

ଲୋକଙ୍କ କହିବା ଅନୁଯାଇ ଦେବେନ୍ଦ୍ରଙ୍କ ଉପରେ ମହାଦେବଙ୍କ କୃପା ଅଟେ, ଭଗବାନ ନିଜ ଭକ୍ତଙ୍କୁ ବିନା କାରଣରେ କୌଣସି ପ୍ରକାର ଅସୁବିଧା ହବାକୁ ଦିଅନ୍ତି ନାହିଁ, ଯେମିତିକି ଦେବେନ୍ଦ୍ର ସହ ହେଲା ଦୁଇ ଦୁଇ ଥର ସାପ ସହ ଶୋଇଲା ପରେ ମଧ୍ୟ ସେ ଆଜି ଜୀବିତ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button