IBN ଓଡ଼ିଶା ବ୍ୟୁରୋ

ଆସନ୍ତା ସୋମବାର ଏହି ରାଶି ପାଇଁ ନେଇ କରି ଆସୁଛି ବର୍ଷର ସବୁଠୁ ବଡ ଖୁସି ଖବର, ଭୋଳାନାଥଙ୍କ କୃପାରୁ ମିଳିବ ସବୁ କିଛି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ବହୁତ ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାଉ । କିନ୍ତୁ ଦେବଙ୍କ ଦେବ ମହାଦେବ ଙ୍କ ର ମହିମା ଓ କୃପା କିଛି ନିଆରା । ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ ।

ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ବି । ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ । ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି ।

ଶିବଙ୍କ ଭକ୍ତ ଙ୍କୁ ନା ମୃ-ତ୍ୟୁ ର ଭୟ ଥାଏ ନା ରୋଗ ର । ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ । ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ । ବନ୍ଧୁଗଣ ମହାଦେବ ଙ୍କ ବାର ହୋଇଥାଏ ସୋମବାର । ତେବେ ଆସନ୍ତା ସୋମବାର ମହାଦେବ କିଛି ରାଶି ଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ସେମାନଙ୍କ ଉପରେ ଧନର ବର୍ଷା କରିବେ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ ଏବଂ ସେମାନଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ର ଆଗମନ ହେବ ।

୧- ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ମେଷ ରାଶି’ । ଏହି ରାଶିର ବ୍ୟକ୍ତି ଙ୍କ ଉପରେ ମହାଦେବଙ୍କ ଅସୀମ କୃପା ରହିବ । ସେମାନେ ଅଚାନକ ଧନ ପ୍ରାପ୍ତ କରିବେ । ତାଙ୍କର ଅଟକି ଯାଇଥିବା ସବୁ କାମ ମଧ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଯିବ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ ଏବଂ ବ୍ୟବସାୟ ରେ ଉନ୍ନତି ହେବ ।

୨- କନ୍ୟା ରାଶି- ବନ୍ଧୁଗଣ ଦ୍ୱିତୀୟ ରାଶିଟି ହେଉଛି ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ଅନେକ ଖୁସି ଆସିବ ଏବଂ ଧନ ର ପ୍ରାପ୍ତି ମଧ୍ୟ ହେବ । ଯେଉଁମାନେ ବ୍ୟବସାୟ ରେ ଜଡ଼ିତ ଥାନ୍ତି ସେମାନେ ନିଜର ବ୍ୟବସାୟ ରେ ଉନ୍ନତି କରିବେ ଏବଂ ଅନେକ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ ।

୩- ତୁଳା ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି ‘ତୁଳା ରାଶି’ । ଏହି ରାଶି ର ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାଙ୍କର ପଦୋନ୍ନତି ହେବ ଏବଂ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଜୀବନ ସାଥି ଙ୍କ ସହ ଖୁବ ମଧୁର ସମୟ କାଟିବେ ଏବଂ ବହୁତ ଖୁସି ରେ ମଧ୍ୟ ରହିବେ ଏବଂ ନିଜର ପରିଶ୍ରମର ଉଚିତ ଫଳ ମଧ୍ୟ ମିଳିବ ।

୪- ବୃଷ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ବୃଷ ରାଶି’ । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ସମସ୍ତ ଅଟକି ରହିଥିବା କାମ ସବୁ ସମ୍ପୂର୍ଣ୍ଣ ହେବ ଓ ଚାକିରୀ ଖୋଜୁଥିଲେ ତାହା ମଧ୍ୟ ମିଳିବ ଏବଂ ପରିବାର ରେ ସମସ୍ତେ ଖୁସିରେ ରହିବେ । ଆପଣଙ୍କୁ ଖୁବ ଲାଭର ପ୍ରାପ୍ତି ହେବ ।

୫- ମକର ରାଶି- ବନ୍ଧୁଗଣ ପଞ୍ଚମ ରାଶି ହେଉଛି ‘ମକର ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ କୃପା ଯୋଗୁଁ ବ୍ୟବସାୟ ରେ ଖୁବ ଧନ ର ଲାଭ ହେବ ଏବଂ ସମାଜରେ ଖୁବ ସମ୍ମାନ ବଢିବ । ନିଜ ଜୀଵନ ସାଥି ଙ୍କ ସହ ଭଲ ସମୟ ବିତାଇବେ ଏବଂ ଖୁସିରେ ରହିବେ ।

୬- ମୀନ ରାଶି- ବନ୍ଧୁଗଣ ଷଷ୍ଠ ରାଶି ହେଉଛି ‘ମୀନ ରାଶି’ । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ମହାଦେବ ଙ୍କ କୃପା ଯୋଗୁଁ ଧନ ଲାଭ ହେବ ଓ ବହୁତ ଭଲ ସମୟ ଆସିବ । ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳ ମିଳିବ ଏବଂ ପଦୋନ୍ନତି ର ସମ୍ଭାବନା ରହିଛି ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ପାଇପାରିବେ । ଆପଣ ସମସ୍ତ ପ୍ରକାର ନକରାତ୍ମକ ଜିନିଷ ଠାରୁ ଦୂରରେ ରୁହନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ରେ ସକାରାତ୍ମକତା ଉର୍ଜା ର ସୃଷ୍ଟି ହେବ ଏବଂ ଆପଣ ଜୀବନ ରେ ଉନ୍ନତି ହାସଲ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button