IBN ଓଡ଼ିଶା ଏକ୍ସକ୍ଲୁସିଭ୍

୨୨ ଏପ୍ରିଲ ପରେ ଏହି ୫ ଟି ରାଶିର ଘରକୁ ଆସିବେ ସ୍ୱୟଂମା’ ଲକ୍ଷ୍ମୀ, ଧନ ଦୌଲତ ରେ ଭରିଦେବେ ଭଣ୍ଡାର- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ଗ୍ରହର ପରିବର୍ତ୍ତନ ହେବ ସେମାନଙ୍କ ଉପରେ ଆସନ୍ତା ୧୬ ଏପ୍ରିଲ ପର ଠାରୁ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବ ଯାହା ଫଳରେ ଏମାନଙ୍କ ଆସନ୍ତା ସମୟ ଶୁଭଦାୟକ ରହିବ ।

ଏମାନଙ୍କ ଜୀଵନ ରେ ବହୁତ ସଫଳତା ମଧ୍ୟ ମିଳିବ । ଏମାନଙ୍କ ଜାତକ ରେ ଦୀର୍ଘ ବର୍ଷ ପରେ ରାଜଯୋଗ ମଧ୍ୟ ଆସିବାକୁ ଯାଉଛି । ଯାହା ଦ୍ୱାରା ଏହି ରାଶି ର ବ୍ୟକ୍ତି ମାନେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିବେ ସମାଜରେ ନିଜର ନାମ କୁ ପ୍ରତିଷ୍ଠିତ କରିବେ ।

ଏମାନଙ୍କ ଜୀବନରେ ଯାହା ପରିବର୍ତ୍ତନ ଆସିବ ତାହା ବହୁତ ଖାସ ରହିବ । ଶିକ୍ଷା ବ୍ୟାପାର ଓ ବ୍ୟବସାୟ ରେ ଆପଣ ନୂତନ ଖବର ଶୁଣିବାକୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଭାଗ୍ୟର ସମ୍ପୂର୍ଣ୍ଣ ସାହାଯ୍ୟ ମିଳିବ ଏମାନଙ୍କ ର କୌଣସି କ୍ଷେତ୍ରରେ ଲଟେରୀ ମଧ୍ୟ ଲାଗିପାରେ । ସମାଜରେ ଏମାନଙ୍କୁ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

୧- ପ୍ରଥମ ରାଶି ହେଉଛି “ତୁଳା ରାଶି” । ଏହି ରାଶି ମାନଙ୍କ ର ଆସନ୍ତା ସମୟ ବହୁତ ଭଲ ହେବ । ଏମାନଙ୍କୁ ଜୀଵନ ରେ ବହୁତ ବଡ଼ ଖୁସି ଖବର ମିଳିବା କୁ ଯାଉଛି । ବ୍ୟାପାର ରେ ମଧ୍ୟ ଅଧିକ ଉନ୍ନତି ହେବ ଧନ ର ଲାଭ ମଧ୍ୟ ହେବ ।

୨- ଦ୍ଵିତୀୟ ଭାଗ୍ୟଶାଳୀ ରାଶି ହେଉଛି “କନ୍ୟା ରାଶି” । ଏହି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟରେ ମଧ୍ୟ ବହୁତ ପରିବର୍ତ୍ତନ ଆସିବ । ଏମାନଙ୍କୁ ଏହି ଭବିଷ୍ୟତରେ ବହୁତ ଧନ ଲାଭ ହେବ । ଏମାନେ ବ୍ୟବସାୟ ରେ ଉନ୍ନତି କରିବେ ଚାକିରୀ କ୍ଷେତ୍ରରେ ମଧ୍ୟ ସେମାନଙ୍କ ର ପଦୋନ୍ନତି ହେବ ।

୩- ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି “ସିଂହ ରାଶି” । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ମଧ୍ୟ ବହୁ ପରିବର୍ତ୍ତନ ଆସିବ । ଏମାନେ ମଧ୍ୟ ଧନ ର ଲାଭ କରିବେ । ସମାଜରେ ଏମାନ ଙ୍କର ଏକ ନୂତନ ପରିଚିତ ସୃଷ୍ଟି ହେବ । ବ୍ୟବସାୟ ଓ ଚାକିରୀ ରେ ଏମାନେ ବହୁତ ଲାଭ କରିବେ ଏମାନଙ୍କ ର ପଦୋନ୍ନତି ମଧ୍ୟ ଘଟିବ ।

୪- ଚତୁର୍ଥ ଭାଗ୍ୟଶାଳୀ ହେଉଛି “ମେଷ ରାଶି” । ଏହି ବର୍ଷ ରେ ଏହି ରାଶି ର ବ୍ୟକ୍ତି ମାନଂକୁ ଧନ ର ଲାଭ ହେବ ସେମାନଙ୍କ ଜୀବନ ରେ ମଧ୍ୟ ପରିବର୍ତ୍ତନ ଆସିବ । ଏମାନେ ନିଜର ବ୍ୟାପାର ରେ ଉନ୍ନତି କରିବେ । ନିଜ ଚାକିରୀ ରେ ମଧ୍ୟ ଉନ୍ନତି କରିବେ ଏମାନଙ୍କର ପଦୋନ୍ନତି ମଧ୍ୟ ହେବ । ପରିବାର ରେ ସମସ୍ତେ ଖୁସି ରେ ରହିବେ । ଦାମ୍ପତ୍ୟ ଜୀଵନ ମଧ୍ୟ ସୁଖମୟ ହେବ ।

ଖାଦ୍ୟପେୟ ରେ ଅଧିକ ରୁଚି ରଖିବେ । ଆପଣଙ୍କ ଉଚ୍ଚ କର୍ମଚାରୀ ଆପଣଙ୍କ ଉପରେ ବହୁତ ଖୁସି ହେବେ ସେମାନଙ୍କୁ ବହୁତ ସମ୍ମାନ ମଧ୍ୟ ମିଳିବ ବିଦ୍ୟାର୍ଥୀ ମାନେ ମଧ୍ୟ ନିଜ ପାଠ୍ୟ କର୍ମ ରେ ଉନ୍ନତି କରିବେ ।

୫- ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛି “ମିଥୁନ ରାଶି” । ଏମାନଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ । ଏମାନ ଙ୍କୁ ମଧ୍ୟ ଧନ ର ଲାଭ ହେବ । ପରିବାର ରେ ସମସ୍ତ ସଦସ୍ୟ ଖୁସି ରେ ରହିବେ । ବ୍ୟାପାର ରେ ମଧ୍ୟ ଉନ୍ନତି ହେବ ଜୀବନରେ ଅନେକ ଖୁସି ଆସିବ ।

Related Articles

Leave a Reply

Your email address will not be published. Required fields are marked *

Back to top button