IBN ଓଡ଼ିଶା ବ୍ୟୁରୋ

Vastu Tips- ବିନା ପୂଜାରେ ହିଁ ହୋଇଥାଏ ମନୋକାମନା ପୂର୍ଣ୍ଣ, ବାସ ଘର ର ମନ୍ଦିରରେ ରଖନ୍ତୁ ଏହି ୧ ଜିନିଷ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘର ର ମନ୍ଦିର ରେ ଯଦି ଆମେ ଏହି ଜିନିଷ ରଖୁ ତେବେ ଆମ ଜୀବନରେ ଥିବା କଷ୍ଟ ଦୁଃଖ ଅସୁବିଧା ପୀଡ଼ା ସବୁ ଦୁର ହୋଇ

ସୁଖ ସୁବିଧା ଧନ ଆଦି ପ୍ରାପ୍ତ ହୋଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ, ଯାହାର ଠାକୁର ଘରେ ଏହି ଜିନିଷ ନଥାଏ ସେ କେବେବି ଧନ ପ୍ରାପ୍ତି କରି ପାରେ ନାହିଁ ଏବଂ ସେହି ଘରେ ଧନ ସମ୍ପତ୍ତି କେବେ ବି ରୁହେ ନାହିଁ ।

ବ୍ୟବସାୟ ରେ କ୍ଷତି ହୁଏ, ଚାକିରୀ ରେ ଅଵନତି ହୁଏ ଏବଂ ପାଠ ପଢା ରେ ମଧ୍ୟ ମନ ଲାଗେ ନାହିଁ । ଅନ୍ୟ କୌଣସି କାର୍ଯ୍ୟ ରେ ମଧ୍ୟ ମନ ଲାଗେ ନାହିଁ ଏବଂ ସବୁ କାମ ମନ୍ଦ ରେ ହୋଇଥାଏ । ଆପଣ ସଫଳତା ମଧ୍ୟ ହାସଲ କରି ପାରନ୍ତି ନାହିଁ । ଘରେ ସର୍ଵଦା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୁଏ । ଘରେ ପରିବାର ମଧ୍ୟ ରେ କଳହ ଲାଗି ରହେ ।

ମାନସିକ ଚାପ ମଧ୍ୟ ଅଧିକ ବଢି ଥାଏ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଯାହା ଆମେ ଠାକୁର ଘରେ ରଖିବା ଦ୍ବାରା କେବେବି ଧନ ର ଅଭାବ ହେବ ନାହିଁ ଏବଂ ପାରିବାରିକ ଶାନ୍ତି ବଜାୟ ରହିବ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମତଃ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଠାକୁର ଘରେ ଯେମିତି ହେଲେ ବି ଏକ ଛୋଟ ଶଙ୍ଖ ରହିବା ଆବଶ୍ୟକ । କାରଣ ଏହାଦ୍ୱାରା ଆପଣଙ୍କ ଘରେ ଖୁସି ର ବାତାବରଣ ରହିବ ଏବଂ ଧନ ର ଲାଭ ପ୍ରାପ୍ତ କରି ପାରିବେ । ପାରିବାରିକ ଶାନ୍ତି ମଧ୍ୟ ବଜାୟ ରହିବ ଏବଂ ଘରେ କୌଣସି କଳହ ସୃଷ୍ଟି ହେବ ନାହିଁ । ଏହି ଶଙ୍ଖ କୁ ବିଧି ପୂର୍ବକ ପୂଜା ମଧ୍ୟ କରିବା ଉଚିତ ।

୨- ବନ୍ଧୁଗଣ ଦ୍ବିତୀୟତଃ, ଆମେ ସର୍ବଦା ଘରେ ମାତାଲକ୍ଷ୍ମୀ ଙ୍କ ର ମୂର୍ତ୍ତି ରଖୁ ପୂଜା ଅର୍ଚ୍ଚନା ମଧ୍ୟ କରୁ କିନ୍ତୁ ଆମେ ଧନ ତେରସ ଙ୍କ ମୂର୍ତ୍ତି କିମ୍ବା ଫୋଟୋ କୁ ଘରେ ରଖୁ ନାହଁ କେବଳ ଦୀପାବଳି ଓ ଧନ ତେରସ୍ ସମୟରେ ହିଁ ରଖିଥାଉ ଏବଂ ପୂଜା କରିଥାଉ । କିନ୍ତୁ ସର୍ଵଦା ନିଜ ଠାକୁର ଘରେ ଧନ ତେରସ୍, ମାତା ଲକ୍ଷ୍ମୀ ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଉଚିତ ଏହା ଦ୍ୱାରା ଆପଣଙ୍କ ଘରେ କେବେବି ଧନ ର ଅଭାବ ହେବ ନାହିଁ । ଏବଂ ବ୍ୟବସାୟ ଓ ପାଠ ପଢ଼ାରେ ଆପଣ ସଫଳତା ହାସଲ କରି ପାରିବେ ।

୩- ବନ୍ଧୁଗଣ ତୃତୀୟତଃ, ଶ୍ରୀକୃଷ୍ଣ ଙ୍କ ଅନୁସାରେ ଘରେ ସର୍ଵଦା ଶୁଦ୍ଧ ଜଳ ରଖିବା ଉଚିତ ଏବଂ କୌଣସି ଅତିଥି ଆସିଲେ ତାଙ୍କୁ ସର୍ବ ପ୍ରଥମେ ଶୁଦ୍ଧ ଜଳ ଦେବା ଉଚିତ । ଠାକୁର ଘରେ ମଧ୍ୟ ଶୁଦ୍ଧ ଜଳ ରଖିବା ଉଚିତ । ଏହା ଦ୍ୱାରା ବାତାବରଣ ଶୁଦ୍ଧ ଏବଂ ଶାନ୍ତି ପୂର୍ଣ୍ଣ ରହିଥାଏ ।

୪- ବନ୍ଧୁଗଣ ଚତୁର୍ଥତଃ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଠାକୁର ଘରେ ଶୁଦ୍ଧ ଘିଅ, ଶଙ୍ଖ, ଚନ୍ଦନ, ମହୁ, ଏବଂ ଗଙ୍ଗା ଜଳ ନିଶ୍ଚିତ ରହିବା ଉଚିତ । ଏହାଦ୍ୱାରା ଆପଣଙ୍କ ଘରେ ଶାନ୍ତି ବଜାୟ ରୁହେ । ଏବଂ ଏପରି କରିବା ଦ୍ୱାରା ଆପଣ ନିଜ ଜୀବନରେ ସର୍ଵଦା ସଫଳତା ହାସଲ କରି ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button