IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରତିଦିନ ସକାଳେ ନିଅନ୍ତୁ ୧ ଚାମଚ, କେବେ ବି ହେବ ନାହିଁ ଶିର ବ୍ଲକେଜ, କୋଲେଷ୍ଟ୍ରୋଲ, ପେଟ ହେବ ସଫା, Joint pain ବି ହେବ ଗାୟବ- Health Tips

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।

ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ ।

ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ ।

ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ । ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁକ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଆସନ୍ତୁ ସେହି ଜିନିଷ ଟି କଣ ସେ ବିଷୟରେ ଆଲୋଚନା କରି ନେବା ।
ସେ ଜିନିଷ ଟି ହେଉଛି କଳା ଜୀରା । ଏହି କଳା ଜୀରା ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମାନଙ୍କ ପାଇଁ ବହୁତ ଲାଭ ଦାୟକ । ଏହାକୁ ସେବନ କରିବା ଦ୍ୱାରା ଆମ କୋଳେଷ୍ଟ୍ରଲ ମଧ୍ୟ କମିଥାଏ । ଏବଂ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇ ଥାଏ ।

ଏହାଛଡା ଏହା ମଧୁମେହ ରୋଗ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ନିୟମିତ ଭାବରେ କଳା ଜୀରା ଖାଇବା ଦ୍ୱାରା ଶରୀର ରେ ଇନ୍ସୁଲିନ ର ମାତ୍ରା ମଧ୍ୟ ବଢ଼ିଥାଏ । ଏହାର ଅନେକ ଫାଇଦା ଅଛି ଚାଲନ୍ତୁ ସେହି ଫାଇଦା ବିଷୟରେ ଆଲୋଚନା କରିବା ।

୧- ଯଦି ଆପଣ ଙ୍କର ଦୃଷ୍ଟି ଶକ୍ତି ବହୁତ ଦୁର୍ବଳ ଅଛି ଏବଂ ଆପଣ ନିଜର ଦୃଷ୍ଟି ଶକ୍ତି କୁ ପ୍ରଖର କରିବାକୁ ଚାହୁଁଛନ୍ତି । ତେବେ ଆପଣ ଗୋଟିଏ ଗିଲାସ ଗାଜର ର ଜୁସ ନେବେ ଏବଂ ସେଥିରେ ଅଧା ଚାମଚ କଳା ଜୀରା ମିଶାଇ ଦିଅନ୍ତୁ ଏବଂ ପିଅନ୍ତୁ । ଏହା କରିବା ଦ୍ୱାରା ଆମ ଆଖି ର ଦେଖିବା ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଭଲ ଭାବରେ ଆମେ ସବୁ ଦେଖି ମଧ୍ୟ ପାରିଥାଉ ।

୨- ନିୟମିତ ଭାବରେ ଯେଉଁମାନେ କଳା ଜିରା କୁ ସେବନ କରନ୍ତି ସେମାନଂକୁ ଫୁସଫୁସ ଜନିତ କୌଣସି ସମସ୍ୟା ଦେଖାଯାଏ ନାହିଁ । ଏହାକୁ ସେବନ କରିବା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ପ୍ରଖର ହୋଇ ଥାଏ । ମାନସିକ ସମସ୍ୟା କୁ ମଧ୍ୟ ଦୁର କରିଥାଏ ।

୩- ଯଦି ଆପଣ ଙ୍କ ଆଣ୍ଠୁ ଗଣ୍ଠି ରେ ସମସ୍ୟା ଦେଖା ଯାଏ କିମ୍ବା ଶରୀର ରେ କୌଣସି ପ୍ରକାରର ସମସ୍ୟା ଦେଖା ଯାଏ ତେବେ ଆପଣ ଅଧା ଚାମଚ ମେଥି ଏବଂ ଅଧା ଚାମଚ କଳା ଜିରା କୁ ନେଇ ରାତିରେ ଭିଜେଇ ଦିଅନ୍ତୁ । ଏବଂ ସକାଳେ ଏହାକୁ ଫୁଟେଇ ସେହି ପାଣି କୁ ପିଅନ୍ତୁ ଏବଂ ସେହି ଦୁଇ ଡାନାଗୁଡିକ କୁ ମଧ୍ୟ ଖାଇ ଦିଅନ୍ତୁ । ଏହା ଦ୍ୱାରା ଶରୀର ରେ ଥିବା ଏହି ସବୁ ସମସ୍ୟା ଦୂର ହୋଇ ଯାଇଥାଏ ।

ଏହି କଳା ଜିରା ର ଅନେକ ସବୁ ଫାଇଦା ଲୁଚି ରହିଛି । ଏବଂ ଏହା ଆମ ଶରୀର କୁ ସୁସ୍ଥ ଏବଂ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ବାରେ ସାହାର୍ଯ୍ୟ ମଧ୍ୟ କରିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button