ଦେଶ

Chanakya Niti- ଧନୀ ହେବାର ଅଛି ତ ରାତି ଅଧରେ ନିଶ୍ଚୟ କରନ୍ତୁ ଏହି ୧ କାମ, ହେଇଯିବେ କୋଟିପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ବିବାହ ପରେ ଉଭୟ ପୁରୁଷ ଓ ସ୍ତ୍ରୀ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ରହିଥାଏ ।

ପତି ଓ ପତ୍ନୀ ମିଶି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ପତି ଓ ପତ୍ନୀ ଙ୍କ ମଧ୍ୟରେ କୌଣସି କଥା ଅଛପା ହୋଇ ରହିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ କୁପ୍ରଭାବ ପଡ଼ିଥାଏ । କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ ।

ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ ।

ଏହା ଆମେ ସମସ୍ତେ ଜାଣିଛୁ ଯେ, ଯୁଧିଷ୍ଠିର ଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ ଯୋଗୁଁ ନାରୀ ମାନେ ନିଜ ପାଖରେ କୌଣସି କଥା କୁ ଗୋପନୀୟ ରଖି ପାରନ୍ତି ନାହିଁ । କିନ୍ତୁ କିଛି ଏଭଳି କଥା ମଧ୍ୟ ଅଛି ଯାହାକୁ ସେମାନେ ଗୋପନୀୟ ରଖି ଥାଆନ୍ତି ଏବଂ କାହାକୁ ଖବର ମଧ୍ୟ ମିଳେ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ କଥାଟି ହେଉଛି ପୁରୁଣା ପ୍ରେମ । ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କ ରେ ଥାଆନ୍ତି ତେବେ ସେ କେବେବି ସେହି କଥା ନିଜ ସ୍ୱାମୀ ଙ୍କୁ ଭୁଲ ରେ ମଧ୍ୟ କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳଙ୍କ ଲାଗିବାର ସମ୍ଭାବନା ଥାଏ ଓ ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଥାଏ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଆଗରେ ଏହି କଥା ଲୁଚାଇ ରଖିଥାଏ ।

୨- ବନ୍ଧୁଗଣ ଦ୍ୱିତୀୟ କଥାଟି ହେଉଛି ନିଜର ମନର ଇଚ୍ଛା । ସ୍ତ୍ରୀ କେବେବି ନିଜର ଇଛା କୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ । ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ ଏବଂ ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନ ରେ ହିଁ ମାରି ରଖି ଦେଇଥାଏ ।

୩- ବନ୍ଧୁଗଣ ତୃତୀୟ କଥାଟି ହେଉଛି ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ କେବେବି କୁହେ ନାହିଁ । ସେ ଭାବେ ଏହି କଥା ପାଇଁ ସ୍ବାମୀ ଙ୍କୁ ଅଯଥା ଅସୁବିଧା ଏବଂ ଚିନ୍ତା ହେବ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଏହି କଥା କୁହେ ନାହିଁ ।

୪- ବନ୍ଧୁଗଣ ଚତୁର୍ଥ କଥା ଟି ହେଉଛି ପଇସା । ପ୍ରାୟତଃ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କୁ ପଇସା ସମ୍ବନ୍ଧୀୟ କଥା କୁ ଲୁଚାଇ ରଖନ୍ତି । ଏହା ବିଷୟରେ ସ୍ୱାମୀ ଙ୍କୁ କୁହନ୍ତି ନାହିଁ । କିନ୍ତୁ ପରେ ଯେତେବେଳେ ସ୍ୱାମୀ ର ଆବଶ୍ୟକ ହୋଇଥାଏ ସେତେବେଳେ ସ୍ତ୍ରୀ ସେହି ପଇସା ମାଧ୍ୟମରେ ନିଜ ସ୍ୱାମୀ ଙ୍କୁ ସାହାଯ୍ୟ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଭାରତୀୟ ପରମ୍ପରା ଅନୁଯାୟୀ ସର୍ବଦା ନିଜର ଗୁରୁଜନଙ୍କୁ ପ୍ରଣାମ କରିବା ଉଚିତ ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବା ଉଚିତ । ଏହାଦ୍ବାରା ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଶାସ୍ତ୍ର ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯଦି ନାରୀ ମାନେ ନିଜ ପତି ଙ୍କ ପାଦ ଛୁଇଁ ପ୍ରଣାମ କରିବେ ତେବେ ସେ କୋଟି ପୁଣ୍ୟ ର ଅଧିକାରୀ ହେବେ ଏବଂ ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଏହାଦ୍ବାରା ପତ୍ନୀ ଙ୍କୁ ନିଜ ପତି ଙ୍କ ପାଇଁ ନିଜର ଥିବା ଦାୟିତ୍ବ ଏବଂ କର୍ତ୍ତବ୍ୟ ସର୍ବଦା ମନେ ରହିବ । ତେଣୁ ପ୍ରତ୍ୟେକ ନାରୀ ଙ୍କୁ ସର୍ବଦା ନିଜ ପତି ଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button