ଦେଶ

ମଧ୍ୟପ୍ରଦେଶ: ଗୋଷ୍ଠୀ ସଂଘର୍ଷରେ ୫ ମୃତ, ୮ ଆହତ – Ibnodisha

[ad_1]

ଭୋପାଳ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଗାଈଚରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଛି । ଫଳରେ ୫ ଜଣ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି ।

ତିନିଦିନ ପୂର୍ବେ ଗାଈଚରାକୁ ନେଇ ରେଣ୍ଡା ଗ୍ରାମରେ ଡାଙ୍ଗିଓ ପାଲ୍ ସଂପ୍ରଦାୟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ ମୀମାଂସା କରିବା ପୂର୍ବରୁ ବୁଧବାର ପୁଣି ସମାନ କାରଣରୁ ସଂଘର୍ଷ ଉପୁଜିଥିଲା । ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ୫ ଜଣଙ୍କର ପ୍ରାଣହାନି ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button