ଦେଶ

ଆମେରିକାର ପ୍ରତି ଆକ୍ରମଣରେ ବୁଡ଼ିଲା ୩ ଜାହଜ – Ibnodisha

[ad_1]

ବେଇରୁଟ୍ : ନୂଆବର୍ଷରେ ଲୋହିତ ସାଗରରେ ଉତ୍ତେଜନା । ଲୋହିତ ସାଗରରେ ଆମେରିକା ନୌସେନାର ପ୍ରତି ଆକ୍ରମଣରେ ୧୦ ଜଣ ହାଉଥି ବିଦ୍ରୋହୀଙ୍କର ମୃତ୍ୟୁ ଘଟିଛି । ୟେମେନର ହାଉଥି ଗ୍ରୁପ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟେମେନ ପକ୍ଷରୁ କୁହାଯାଇଛି ଯେ, ଲୋହିତ ସାଗରରେ ଆମେରିକା ନୌସେନା ପକ୍ଷରୁ, ୩ଟି ଜାହାଜକୁ ବୁଡ଼ାଇ ଦିଆଯାଇଛି ।

ଏଥିରେ ହାଉଥିର ୧୦ ଜଣ ବିଦ୍ରୋହୀଙ୍କର ଜୀବନ ଯାଇଛି । ସୂଚନା ଅନୁସାରେ ଲୋହିତ ସାଗରରେ ଇରାନ ସମର୍ଥିତ ହାଉଥି ବିଦ୍ରୋହୀମାନେ ମିସାଇଲ ମାଡ଼ କରିଥିଲେ । ଯାହାର ଜବାବରେ ପ୍ରତି ଆକ୍ରମଣ କରିଥିଲା ଆମେରିକା ନୌସେନା । ଏଥିରେ ୩ଟି ଜାହାଜ ବୁଡ଼ି ଯାଇଥିବା ବେଳେ, ୧୦ ଜଣ ହାଉଥି ବିଦ୍ରୋହୀ ପ୍ରାଣ ହରାଇଛନ୍ତି ।

 

The post ଆମେରିକାର ପ୍ରତି ଆକ୍ରମଣରେ ବୁଡ଼ିଲା ୩ ଜାହଜ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button