ରାଜ୍ୟ

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ରିଆମାଳ : ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ। ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଖାଇରପାଲି ଫାଣ୍ଡି ଖିଲେଇ ପଞ୍ଚାୟତ କାପୁଟିକ୍ରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଯୁବକ ଜଣକ ଦେବଗଡ଼ରୁ ନିଜ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ କାପୁଟିକ୍ରା ନିକଟରେ ସମ୍ମୁଖରୁ ଓଡ଼ି 35 60130 ନମ୍ବର ବିଶିଷ୍ଟ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଯୁବକଙ୍କ ନିକଟରୁ ଡ୍ରାଇଭିଂ କାର୍ଡ ଓ ଆଧାର କାର୍ଡ ମିଲିଥିଲା। ଯୁବକଙ୍କ ନାଁ ରଞ୍ଜନ ସେଠି, ସେ ଜରାଛାଟ ଗ୍ରାମର ବୋଲି ଜଣା ପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button