ଓଲିଉଡ ଇଣ୍ଡଷ୍ଟ୍ରି ର ଏହି ହିରୋଇନ ମାନେ ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ଡିମାଣ୍ଡ କରିଥାନ୍ତି ? ସବୁଠୁ ଧନୀ ହିରୋଇନ କିଏ ?

ବନ୍ଧୁଗଣ ଓଲିଉଡ ଜଗତରେ ଅନେକ କଳାକାର ମାନେ ଅଭିନୟ କରିଥାନ୍ତି । ଆଉ ନିଜର ପ୍ରାପ୍ୟ ଅନୁଯାୟୀ ଡିମାଣ୍ଡ ମଧ୍ୟ କରିଥାନ୍ତି । ନିଜର ଦକ୍ଷତା ଅନୁଯାୟୀ ଗୋଟେ ଫିଲ୍ମ କରିବା ପାଇଁ । ହେଲେ କଣ ଆପଣ ଜାଣିଛନ୍ତି କି ଓଡିଆ ଅଭିନେତ୍ରୀ ମାନେ ଗୋଟେ ଫିଲ କରିବ ପାଇଁ କେତେ ଟଙ୍କା ଡିମାଣ୍ଡ କରିଥାନ୍ତି । ଆଜି ଆମେ ଜାଣିବା କେଉଁ ଅଭିନେତ୍ରୀ କେତେ ଟଙ୍କା ନେଇଥାନ୍ତି ଗୋଟେ ଫିଲ୍ମ କରିବା ପାଇଁ ।
1- ଅର୍ଚ୍ଚିତା ସାହୁ : ଅଭିନେତ୍ରୀ ଅର୍ଚ୍ଚିତା 2005ରେ “ଓ ମାଇଁ ଲଭ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଗୋଟେ ଫିଲ୍ମ କରିବା ପାଇଁ 7ରୁ 10 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।
2- ରଚନା ବାନାର୍ଜୀ : ଆମ ଲିଷ୍ଟରେ ଦ୍ଵିତୀୟରେ ଆସୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ଯିଏକି “ଦାନ ପ୍ରତିଦାନ” ଫିଲ୍ମରୁ ଡେବ୍ୟୁ କରିଥିଲେ । ସେ ଗୋଟେ ଫିଲ୍ମ ପାଇଁ 14ରୁ 8 ଲକ୍ଷ ଟଙ୍କା ଡିମାନ୍ସ କରିଥାନ୍ତି ।
3- ବର୍ଷା ପ୍ରିୟଦର୍ଶିନୀ : ବର୍ଷା ପ୍ରିୟଦର୍ଶିନୀ ଓଲିଉଡ ଜଗତର ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ 7ରୁ 10 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।
4- ଅପରାଜିତା ମହାନ୍ତି : ଅଭିନେତ୍ରୀ ଅପରାଜିତା 1980 ମସିହାରେ “ସୀତା ଲବ କୁଶ” ଫିଲ୍ମରୁ ଓଲିଉଡ ରେ ପାଦ ଦେଇଥିଲେ । ସେ ଗୋଟେ ଫିଲ୍ମ କରିବା ପାଇଁ 6ରୁ 10 ଲକ୍ଷ ଟଙ୍କା ନେଇଥାନ୍ତି ।
5- ଦିବ୍ୟାଦିଶା ମହାନ୍ତି : ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ଅଭିନେତ୍ରୀ ଦିବ୍ୟା ଯିଏକି “ସୁନ୍ଦଗଡର ସଲମାନ ଖାନ” ଫିଲ୍ମ ରେ ନଜର ଆସିଥିଲେ । ସେ ଗୋଟେ ଫିଲ୍ମ ପାଇଁ 4ରୁ 7 ଲକ୍ଷ ଟଙ୍କା ନେଇଥାନ୍ତି ।
6- ଶିବାନୀ ସଙ୍ଗୀତା : ଅଭିନେତ୍ରୀ ଶିବାନୀ ଶିଶୁ କଳାକାର ଭାବେ 2010ରେ ରିଲିଜ ହୋଇଥିବା ଫିଲ୍ମ “ପହିଲି ରଜ” ରେ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ସେ ଗୋଟେ ଫିଲ୍ମ ପାଇଁ 3ରୁ 6 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।
7- ଅନୁ ଚୌଧୁରୀ : ଓଲିଉଡ ଜଗତର ଆଗ ଧାଡିର ଅଭିନେତ୍ରୀ ଭାବେ ଅନୁ ଚୌଧୁରୀ ବେଶ ପରିଚିତ ଅଟନ୍ତି । ସେ ଗୋଟେ ଫିଲ୍ମ ପାଇଁ 4ରୁ 7 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।
8- ଶୀତଳ ପାତ୍ର : ଅଭିନେତ୍ରୀ ଶୀତଳ “ଭଲ ପାଏ ତୋତେ 100ରୁ 100” ଫିଲ୍ମ ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଗୋଟେ ଫିଲ୍ମ ପାଇଁ 2ରୁ 4 ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।
9- ରିୟା ଦେ : “ପ୍ରେମ ଅଢେଇ ଅକ୍ଷର” ରୁ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ରିୟା ଦେ । ସେ ଗୋଟେ ଫିଲ୍ମ କରିବା ପାଇଁ 3ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।
10- ଏଲିନା ସାମନ୍ତରାୟ : “ଇସ୍କ ତୁ ହି ତୁ” ଚଳଚିତ୍ର ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଗୋଟେ ଫିଲ୍ମ ପାଇଁ ଡିମାଣ୍ଡ ହେଉଛି 5ରୁ 7 ଲକ୍ଷ ଟଙ୍କା ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ଭଲ ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।