ରାଜ୍ୟ

ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର – Ibnodisha

[ad_1]

ପୁରୀ : ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବା ପରେ ରେଳବାଇ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ଡାକ୍ତର ଏହାକୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପାଖରୁତାଙ୍କ ଆଧାର କାର୍ଡ ମିଳିଛି। ମୃତକ ଜଣକ ବିହାର ରୋହତାସ୍ ଅଞ୍ଚଳର ଗଣେଶ ସିଂହ। ତେବେ ଟ୍ରେନ ମଧ୍ୟକୁ କିପରି ମୃତଦେହ ଆସିଲା ନା ତାଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button