ରାଜ୍ୟ

ବଜ୍ରାଘାତରେ ଚାଲିଗଲା ୧୩ଟି ଗୋରୁଙ୍କ ଜୀବନ – Ibnodisha

[ad_1]

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ସୋଗରପସି ପଞ୍ଚାୟତର ଆରଦା ଗ୍ରାମରେ ଅଘଟଣ। ବଜ୍ରପାତ ଘଟି ୧୩ଟି ଗାଇ ଗୋରୁଙ୍କର ମୃତ୍ୟୁ ହୋଇଛି । ଗୋରୁ ଗୁଡ଼ିକ ଗ୍ରାମ ନିକଟ ପଡ଼ିଆରେ ଚରୁ ଥିବା ବେଳେ ବଜ୍ରପାତ ଘଟିଥିଲା ଘଟଣା ସ୍ଥଳରେ ୧୩ଟି ଗାଇଙ୍କର ମୃତ୍ୟୁ ହୋଇଛି ।

ଘଟଣା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଜ ନିଜ ଗୋରୁ ଗାଇ ଚିହ୍ନଟ କରିବା ସହ ମୃତ ଗୋରୁ ମାଲିକ ମାନେ ସରକାରଙ୍କ ପକ୍ଷରୁ କ୍ଷତି ପୁରଣ ପାଇଁ ନିବେଦନ କରିଛନ୍ତି ।

The post ବଜ୍ରାଘାତରେ ଚାଲିଗଲା ୧୩ଟି ଗୋରୁଙ୍କ ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button