ରାଜ୍ୟ

ଅସୁସ୍ଥ ଦନ୍ତା ହାତିର ମୃତ୍ୟୁ – Ibnodisha

[ad_1]

କୋଇଡା : ଜଙ୍ଗଲରେ ଚିକିତ୍ସା ଚାଲିଥିବା ଦନ୍ତା ହାତିର ମୃତ୍ୟୁ ହୋଇଛି । କେ . ବଲାଙ୍ଗ ଥାନା ଖେସରା ଜଙ୍ଗଲରେ ହାତୀର ମୃତ୍ୟୁ ଘଟିଛି । କିଛିଦିନ ତଳେ ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଥିଲା ଦନ୍ତା ଏବଂ ବନବିଭାଗ ଟିମ୍ ଦ୍ୱାରା ଚିକିତ୍ସା ଚାଲିଥିବା ବେଳେ ଆଜି ହାତୀର ମୃତ୍ୟୁ ଘଟିଛି ।

ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button