IBN ଓଡ଼ିଶା ବ୍ୟୁରୋ

ରୋଷେଇ ଘରେ ଭୁଲରେ ବି ଏହି ସବୁ ଜିନିଷ ରଖନ୍ତୁ ନାହିଁ, ସ୍ଵାମୀ ହେବେ ବରବାତ, ଲକ୍ଷ୍ମୀ ଗୃହରୁ ଚାଲିଯିବେ

ବନ୍ଧୁଗଣ ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହାକୁ ଶେଷ ହେବାକୁ ଦେବା ଉଚିତ ନୁହେଁ । ମାନାଯାଏ କି ଏହି ବସ୍ତୁ ଗୁଡିକର ଶେଷ ହେବା ଦ୍ଵାରା ନେଗେଟିଭ ବଢିଥାଏ ଓ ଘରର ଉନ୍ନତି ହୋଇପାରି ନ ଥାଏ । ଘରକୁ ଗାବିରି ପ୍ରବେଶ କରିଥାଏ । ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ ଜିନିଷ ଶେଷ ହେବା ଉଚିତ ନୁହେଁ ।

୧- ଅଟା : କିଛି ଲୋକଙ୍କ ଘରେ ଦେଖାଯାଏ କି ଯେବେ ଅଟା ସରିଯାଏ ତେବେ ନୂଆ ଅଟା ଭରିଥାନ୍ତି । ଯଦି ଆପଣ ବି ଏମିତି କରୁଛନ୍ତି ତୁରନ୍ତ ବନ୍ଦ କରନ୍ତୁ । ଅଟା ର ଡବାକୁ ସଂପୂର୍ଣ୍ଣ ସରିଯିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ସମାଜରେ ସମ୍ମାନରେ କମି ଆସିବା ସହ ଧନ ସମସ୍ଯା ଦେଖାଯାଇଥାଏ ।

୨- ହଳଦୀ : ରୋଷେଇର ମସାଲାରେ ସାମିଲ ହେଉଥିବା ହଳଦୀ ଏମିତି ଏକ ଜିନିଷ ଅଟେ ଯାହାର ପ୍ରୟୋଗ ସବୁଥିରେ ହୋଇଥାଏ । ରୋଷେଇ ଘରେ ହଳଦୀ ସରିଗଲେ ଏହା ଗୁରୁ ଦୋଷ ସହ ସମାନ ହୋଇଥାଏ । ଗୁରୁଙ୍କ ଦୋଷ ହେବା ଦ୍ଵାର ଧନର ଅଭାବ ଦେଖାଯିବା ସହ କ୍ଯାରିୟରରେ ଉନ୍ନତି ହୋଇପାରେ ନାହିଁ । ତେଣୁ ହଳଦୀ ସରିବା ପୂର୍ବରୁ ସେଥିରେ ନୂଆ ହଳଦୀ ରଖନ୍ତୁ ।

୩- ଚାଉଳ : ରୋଷେଇ ଘରେ ଚାଉଳ ଯେତିକି ଦରକାର ସେତିକି ରଖିଥାନ୍ତି । ଆଉ ଚାଉଳ ସରିବା ପରେ ପୁଣି ନୂଆ ଚାଉଳ ରଖିଥାନ୍ତି । କିନ୍ତୁ ଏମିତି ଭୁଲ କରିବା ଅନୁଚିତ । ଚାଉଳର ସମ୍ପର୍କ ଶୁକ୍ରଙ୍କ ସହ ରହିଥାଏ । ଶୁକ୍ର ଦୋଷ ଲାଗିଲେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହୋଇଥାଏ । ତେଣୁ ଚାଉଳ ଶେଷ ହେବ ପୂର୍ବରୁ ନୂଆ ଚାଉଳ ରଖିବା ଉଚିତ ।

୪- ଲୁଣ : ଲୁଣ ବିନା ଖାଇବା ତିଆରି ହୋଇପାରେ ନାହିଁ । ଡବାରେ ଥିବା ଲୁଣ ପୁରା ସରିଗଲା ପରେ ନୂଆ ଲୁଣ ଭରିବା ଉଚିତ ନୁହେଁ । କାରଣ ଲୁଣର ସମ୍ପର୍କ ରାହୁ ସହ ଥାଏ । ଲୁଣ ସରିଗଲେ ରାହୁର କୁ-ଦ୍ରୁଷ୍ଟି ପଡିଥାଏ । ତେଣୁ ଲୁଣ ସରିବା ପୂର୍ବରୁ ଆଉ ଲୁଣ ରଖନ୍ତି ।

୫- ସୋରିଷ ତେଲ : ଖାଇବା ତିଆରି କରିବାରେ ସୋରିଷ ତେଲର ମହତ୍ଵ ଅଧିକ ଥାଏ । ଘରେ ସଂପୂର୍ଣ୍ଣ ସରିବା ପରେ ତେଲ ଆଣନ୍ତୁ ନାହିଁ । ତେଲ ସରିବା ପୂର୍ବରୁ ନୂଆ ତେଲ ଆଣି ବୋତଲରେ ରଖିବା ଉଚିତ ।

ଏବେ ଆସନ୍ତୁ ଜାଣିବା ରୋଷେଇ ଘରେ କଣ ରଖିବା ଉଚିତ ନୁହେଁ । ୧- ରୋଷେଇ ଘରେ କୌଣସି ଔଷଧ ରଖନ୍ତୁ ନାହିଁ । ଏହାଦ୍ବାରା ପାରିବାରିକ ଲୋକଙ୍କ ମଧ୍ୟରେ ରୋଗ ବଢିଥାଏ ।

୨- ଚକଡା ହୋଇଥିବା ଅଟାକୁ ଫ୍ରିଜରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ଉପରେ ଶନି ଓ ରାହୁଙ୍କ ନେଗେଟିଭ ପ୍ରଭାବ ପଡିଥାଏ ।

୩- ରୋଷେଇ ଘରେ ଭୁଲରେ ବି ମନ୍ଦିର କରନ୍ତୁ ନାହିଁ ବା ଦେବୀ ଦେବତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ ।

୪- ରୋଷେଇ ଘରେ ଭାଙ୍ଗି ଯାଇଥିବା ବାସନକୁ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ଆର୍ଥିକ ସମସ୍ଯା ଦେଖାଦିଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button