ରାଜ୍ୟ
ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣିଲା ଭାଈ – Ibnodisha

[ad_1]
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି ଭାଈକୁ ହାଣି ଦେଇଛି ଭାଈ । ସୂଚନା ଅନୁସାରେ ଗତକାଲି କୌଣସି କଥାକୁ ନେଇ ସୁଶାନ୍ତ ଗିରିଙ୍କର ତାଙ୍କ ମାଆ ସାବିତ୍ରୀ ଗିରିଙ୍କ ସହ ବଚସା ହୋଇଥିଲା । ଏଥିରେ ରାଗି ଯାଇ ସୁଶାନ୍ତ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲା । ଏହାଦେଖି ସୁଶାନ୍ତଙ୍କ ଭାଉଜ ମାକୁ ଉଦ୍ଧାର କରିବାକୁ ଯାଇଥିଲେ । ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
[ad_2]




