ରାଜ୍ୟ
ପୁରୁଣାଭବନ ପ୍ରେରଣା ଦେବ: ମୋଦି – Ibnodisha

[ad_1]
ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ପୁରୁଣା ସଂସଦ ଭବନ ଛାଡିବା ଅନୁଭବ ହୋଇ ରହିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସ୍ୱାଧୀନତା ସଂଙ୍ଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ପୁରୁଣା ସଂସଦର ଅନେକ ତିକ୍ତ ମଧୁର ଅନୁଭୂତି ରହିଛି । ମତଭେଦ ଓ ବିବାଦ ବି ରହିଛି ।
ଏସବୁ ଭିତରେ ମ୍ୟ ପରିବାର ଭାବ ରହିଛି । କାଲି ଠାରୁ ନୂଆ ସଂସ ଭବନରେ କାର୍ଯ୍ୟ ଆରମ୍ଭ ହେବ । ପୁରୁଣା ସଂସ ଭବନ ସହ ଯୋଡି ହୋଇଥିବା ଦିଗଜ୍ ନେତାଙ୍କ ମଧ୍ୟ କଥା କହିଲେ । ନେହେରୁ, ଶାସ୍ତ୍ରୀ, ଅଟଳଙ୍କ ପରି ମହାନ ନେତାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି । ସେହିପରି ଗୃହ ପରିଚାଳନଳ କରିଥିବା ଅଧ୍ୟକ୍ଷଙ୍କୁ କୃତଜ୍ଞତା ମଧ୍ୟ ଜଣାଇଲେ ।
୧୬ ବର୍ଷ ପରେ ପୁଣି ପରଦାରେ ନଜର ଆସିବେ ଶାହିଦ-କରିନା
[ad_2]