ରାଜ୍ୟ

ମାତ୍ର ଗୋଟିଏ ଲବଙ୍ଗ ଖୋଲିପାରେ ଆପଣଙ୍କ ଭାଗ୍ୟର ଦ୍ୱାର, କେବଳ କରିବାକୁ ହେବ ଏହି କାମ

ଧନ ପ୍ରାପ୍ତି ଏବଂ ଅନ୍ୟ ସମସ୍ୟା ପାଇଁ ବହୁତ ଉପାୟ ରହିଛି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କେବଳ ଗୋଟିଏ ଲବଙ୍ଗ ସହିତ ଜଡିତ ଏହି ଖାସ ଉପାୟ ଆପଣଙ୍କୁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିପାରିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲବଙ୍ଗର ଏହି ଉପାୟ ଦ୍ୱାରା ଆପଣଙ୍କ ବନ୍ଦ ରହିଥିବା ଭାଗ୍ୟର ଦ୍ୱାର ଶୀଘ୍ର ଖୋଲିଯିବ ।

କୌଣସିବି ଜରୁରୀ କାମ ଆରମ୍ଭ କରିବା ପୂର୍ବରୁ ଗୋଟିଏ ଲେମ୍ବୁ ନିଅନ୍ତୁ ସେଥିରେ ୪ଟି ଲବଙ୍ଗ ରଖନ୍ତୁ ଏବଂ ପ୍ରଭୁ ଶ୍ରୀ ହନୁମାନଙ୍କର ମନ୍ତ୍ର ଜପ କରି ସେହି ଲେମ୍ବୁକୁ ବୁଲାଇ ପଶ୍ଚିମ ଦିଗ ଆଡକୁ ଶ୍ରୀରାମଙ୍କର ନାମ ଧରି ଫୋପାଡ଼ି ଦିଅନ୍ତୁ ।

ଘରେ ସବୁବେଳେ ଝଗଡା ଲାଗି ରହୁଥିଲେ ଏବଂ ଏଥିପାଇଁ ମନ ସବୁବେଳେ ଖରାପ ରହୁଥିଲେ କିମ୍ବା ନକାରାତ୍ମକତା ଅଧିକ ରହୁଥିଲେ ତେବେ କର୍ପୁରରେ ଦୁଇଟି ଲବଙ୍ଗ ପକାଇ ଜଳାଇଲେ ଲାଭ ମିଳିଥାଏ ।

clovesକୌଣସିବି କାମକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଘରର ଡାହାଣ ପାର୍ଶ୍ଵରେ ଗଣେଶଙ୍କର ଏକ ଫଟୋ ଚିତ୍ର ଲଗାନ୍ତୁ । ଏହାପରେ ଏହି ଫଟୋ ଆଗରେ ଲବଙ୍ଗ ରଖନ୍ତୁ ଏବଂ ଏହାର ପୂଜା କରନ୍ତୁ । ଯେତେବେଳେ ଆପଣ କାମରେ ବାହାରକୁ ଯାଉଛନ୍ତି ସେତେବେଳେ ଗୋଟିଏ ଲବଙ୍ଗ ନିଜ ସାଥିରେ ନେଇ ଯାଆନ୍ତୁ । ଏହାପରେ ଦେଖିବେ ଆପଣଙ୍କ କାମରେ କେବେବି ବାଧା ସୃଷ୍ଟି ହେବନି ।

ଆକଷ୍ମିକ ଧନ ଲାଭ ପାଇଁ ଏବଂ ଅଟକି ରହିଥିବା ଟଙ୍କାକୁ ପାଇବା ପାଇଁ ତେଲରେ ଦୁଇଟି ଲବଙ୍ଗ ବୁଡାଇ ହନୁମାନଙ୍କର ପୂଜା କରନ୍ତୁ । ଏଥିରେ ନାକେବଳ ଆପଣଙ୍କୁ ଧନ ଲାଭ ହେବ ବରଂ ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ଆସିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button