ରାଜ୍ୟ

ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ : ମୋଦି – Ibnodisha

[ad_1]

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ମହିଳା ସଂରକ୍ଷଣ ବିଲ୍ ହେବ ନାରୀ ଶକ୍ତି ଅଧିନିୟମ । ମହିଳା ସଂରକ୍ଷଣ ବିଲ୍ ଦ୍ୱାରା ମହିଳାଙ୍କ ସଶକ୍ତୀକରଣ ବଢିବ । ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ । ଐତିହାସିକ ମହିଳା ସଂରକ୍ଷଣ ବିଲ୍‌କୁ ସମସ୍ତେ ସର୍ବସମ୍ମତ ପାରିତ କରନ୍ତୁ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ ବୋଲି କହିଛନ୍ତି ମୋଦି । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ହେବ ।

ଆଜି ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ !

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button