ଦେଶ

ଦେଶରେ ହୋଇନପାରେ ଆଗୁଆ ନିର୍ବାଚନ: ମୋଦି – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ଆଗୁଆ ହୋଇନପାରେ ନିର୍ବାଚନ ।ସଂସଦରେ କଥା ଛଳରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ କହିଲା ବେଳେ ଏହି କଇାଟି କହିଥିଲେ ମୋଦି । ବିରୋଧୀଙ୍କ ଉଦ୍ଦେଶ୍ୟରେ ଏବେ ତ ନିର୍ବାଚନ ଡେରି ଅଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ଭୋଟ ଡେରି ଅଛି ଆଉ ଏହା ଭିତରେ କାହାର ବ୍ୟବହାର କଣ ସବୁ ଜଣାପଡିଯିବ । ବ୍ୟବହାରରୁ ଜଣାପଡିବ କିଏ ଏପଟେ ଓ କିଏ ସାମ୍ନା ପଟେ ବସିବେ ବୋଲି କହିଛନ୍ତି ମୋଦି ।

କଡାକଡି ସୁରକ୍ଷା ବ୍ୟବସ୍ଥାରେ ହେବ ରାଘବ ଚଢା ଓ ପରିଣୀତିଙ୍କ ବାହାଘର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button