IBN ଓଡ଼ିଶା ବ୍ୟୁରୋ

ବାସି ମୁହଁରେ ଖାଆନ୍ତୁ ଏହାର 2 ଟି ପତ୍ର, ଥକାପଣ, Cholestrol, ମୋଟାପା, ପେଟ ରୋଗ ଓ ହାର୍ଟ ରୋଗ କେବେ ବି ହେବ ନାହିଁ (Health Tips)

ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଜିନିଷ ବିଷୟରେ କହିବୁ ଯାହାକୁ ସବୁଦିନ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଏତେ ଶକ୍ତି ଆସିବ କି ଆପଣ କେବେ ବି କୌଣସି ବି ରୋଗରେ ଆକ୍ରାନ୍ତ ହେବେ ନାହିଁ । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଏହାକୁ ଖାଇ ପାରିବେ । ଆମେ କଥାବାର୍ତ୍ତା କରୁଛୁ ସଜନା ଛୁଇଁ । ସଜନା ଛୁଇଁ ସମସ୍ତେ ଖାଆନ୍ତି । ସଜନା ଛୁଇଁର ପତ୍ରକୁ ବହୁତ କମ ଲୋକମାନେ ବ୍ୟବହାର କରନ୍ତି ।

ସଜନା ଛୁଇଁ ଓ ଏହି ଗଛରେ ଏତେ ଭିଟାମିନ ଓ ମିନରଲ୍ସ ଅଛି ଯାହାକି ଆପଣଙ୍କୁ ଅନ୍ୟ କୌଣସି ପନିପରିବାରେ ମିଳିବ ନାହିଁ । ଯଦି ଆପଣଙ୍କର କେସ ଝଡୁଛି, ଓଜନ ବଢିଛି, ଆପଣଙ୍କର ହାଇଟ ବଢୁ ନାହିଁ, ହାଇ ବ୍ଲଡ ପ୍ରେସର ଅଛି, ଚେହେରାରେ ପିମ୍ପଲ ଅଛି ତେବେ ଏହି ସବୁ ସମସ୍ୟାର ସମଧାନ ଆଜି ଆମେ ଆପଣଙ୍କୁ କହିବୁ ।

ତେବେ ଚାଳନ୍ତୁ ଜାଣିବା ସଜନା ଛୁଇଁଙ୍କୁ କେମିତି ବ୍ୟବହାର କରିଲେ ଆମେ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବେ । ଯଦି ଆପଣଙ୍କ କେସ ଝଡୁଛି ତେବେ ଆପଣ ସଜନା ଛୁଇଁ ଓ ଏହାର ପତ୍ରର ରସ ବାହାର କରି ସେଥିରେ ନଡିଆ ତେଲ ମିକ୍ସ କରି ଏହାକୁ ନିଜ କେସର ମୂଳରେ ଲଗାନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ କେସ ଝଡିବା ବନ୍ଦ ହୋଇଯିବ । ଆପଣ ନିଜର ଓଜନକୁ ବି କମ କରି ପାରିବେ । ଏଥିପାଇଁ ଆପଣ ସକାଳେ ଖାଲି ପେଟରେ ସଜନା ଛୁଇଁର ପତ୍ର ଖାଆନ୍ତୁ ।

ସଜନା ଛୁଇଁ ତରକାରୀ ବି ସପ୍ତାହକୁ ଦୁଇ ଥର ସେବନ କରନ୍ତୁ । ଗର୍ଭବତ୍ତୀ ମହିଳାମାନଙ୍କ ପାଇଁ ବି ସଜନା ଛୁଇଁ ବହୁତ ଲାଭଦାୟକ ଅଟେ । ଯଦି ଆପଣ ପିଲାମାନଙ୍କୁ ସକାଳେ ଖାଲି ପେଟରେ ସଜନା ଛୁଇଁର ପତ୍ର ଦେବେ ଓ ସପ୍ତାହକୁ ଦୁଇ ଥର ସଜନା ଛୁଇଁ ତରକାରୀ ଖାଇବାକୁ ଦେବେ ତେବେ ଏହା ଦ୍ଵାରା ସେମାନଙ୍କ ହାଇଟ ବଢିବ । ଯଦି ଆପଣଙ୍କର ହାଇ ବ୍ଲଡ ପ୍ରେସର ଅଛି ସଜନା ଛୁଇଁ ପତ୍ରକୁ ଖାଲି ପେଟରେ ଖାଇବା ଦ୍ଵାରା ଓ ଅନ୍ୟ ଏକ ଉପାୟ ହେଉଛି ଖାଲି ପେଟରେ ଭରପୁର ପାଣି ପିଅନ୍ତୁ ।

ଆପଣ ଯେତିକି ପାଣି ପିଇ ପାରିବେ ସେତିକି ପିଅନ୍ତୁ । ଆପଣ ଏହିଭଳି ୧ ମାସ ଲଗାତାର କରନ୍ତୁ ଆପଣଙ୍କୁ ହାଇ ବ୍ଲଡ ପ୍ରେସର ରୋଗ ଭଲ ହୋଇଯିବ । ସକାଳେ ଖାଲି ପେଟରେ ସଜନା ଛୁଇଁ ପତ୍ର ଖାଇବା ଦ୍ଵାରା ଆପଣଙ୍କ ରକ୍ତକୁ ସଫା କରିଥାଏ । ରକ୍ତ ସଫା ହେଲେ ଆପଣଙ୍କ ମୁହଁରେ ପିମ୍ପଲ ଆସିବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button