IBN ଓଡ଼ିଶା ବ୍ୟୁରୋ

କେମିତି ଜାଣିବେ ଆପଣଙ୍କୁ ହୋଇଛି Liver କ୍ୟାନ୍ସର, ମିଳିଥାଏ ଏହି ସଙ୍କେତ (Health tips)

ଯଦି ଚର୍ବି ଲିଭର ମଧ୍ୟରେ ଜମା ହେଉଛି ଅର୍ଥାତ ଆବଶ୍ୟକ ଠାରୁ ଅଧିକ ଜମା ହେଉଛି ତେବେ ଏହାକୁ ଫ୍ୟାଟି ଲିଭର ଅର୍ଥାତ ଲିଭର ଜନିତ ସମସ୍ୟା କୁହାଯାଏ । ଭାରତରେ ପାଖାପାଖି ୩୦ ପ୍ରତିଶତ ଲୋକଙ୍କୁ ଫ୍ୟାଟି ଲିଭର ଜନିତ ସମସ୍ୟା ଅଛି । ଫ୍ୟାଟି ଲିଭର ବାହାରୁ ଜଣା ପଡିବ ନାହିଁ । ଅତ୍ୟଧିକ ମଦ୍ୟପାନ କରିଲେ, ଅଧିକ ମୋଟା ଥିବା, ମଧୁମେହ, କୋଲେଷ୍ଟ୍ରଳ ଥିଲେ, କିଛି ମେଡିସନ ଅଛି ଯାହାକୁ ଯଦି ଆପଣ ଅଧିକ ଖାଇବେ, ତେବେ ଏହି ସବୁ ଯୋଗୁ ଫ୍ୟାଟି ଲିଭର ହୋଇଥାଏ ।

ଫ୍ୟାଟି ଲିଭରର ଲକ୍ଷଣ ବହୁତ ଜଲ୍ଦି ଜଣା ପଡେ ନାହିଁ । କିନ୍ତୁ ଯଦି ଆପଣଙ୍କୁ ଫ୍ୟାଟି ଲିଭର ସମସ୍ୟା ଆସୁଛି ତେବେ କିଛି ଦିନ ପୂର୍ବରୁ ଆପଣ ଦୁର୍ବଳ ଅନୁଭବ କରିବେ, ଡାହାଣ ପେଟ ଅଳ୍ପ ଅଳ୍ପ ବ୍ୟଥା ହେବ । ଅନ୍ୟ କେତେକ କ୍ଷେତ୍ରରେ କିଛି ଲକ୍ଷଣ ନ ଥାଇ ବି ଆପଣଙ୍କୁ ଫ୍ୟାଟି ଲିଭର ହୋଇ ପାରେ ।

ଅନିୟନ୍ତ୍ରିତ ଡାଇବେଟିସ, ଯଦି ଆପଣଙ୍କର ଶୀଘ୍ର ଓଜନ କମି ଯାଉଛି, ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ କରିବା, ବେଳେ ବେଳେ ଅପରେସନ ପରେ ବି ଯକୃତ ଅର୍ଥାତ ଲିଭରରେ ଚର୍ବି ଜମା ହେବା ଆରମ୍ଭ ହୋଇଥାଏ, ଅଧିକ ମୋଟାପା ଥିଲେ, ରକ୍ତରେ ଅଧିକ କୋଲେଷ୍ଟ୍ରଲ କିମ୍ବା ଡ୍ରାଇଗ୍ଲିସେରାଇଡ ଜମା ହେଲେ ଏହି ସବୁ ଯୋଗୁ ଲିଭର ଜନିତ ସମସ୍ୟା ଦେଖାଯାଇ ଥାଏ ।

ଆପଣ ଏଥିରୁ ବଞ୍ଚିବା ପାଇଁ ମ-ଦ୍ୟ-ପା-ନ ବନ୍ଦ କରନ୍ତୁ । ଆପଣଙ୍କୁ ଓଜନ କମ କରିବାକୁ ପଡିବ, ଡାଏବେଟିସକୁ କଣ୍ଟ୍ରୋଲ କରନ୍ତୁ । କହିଦେଉଛୁ କି ଲିଭର ରୋଗର ଚିକିତ୍ସା ବହୁତ ଜଟିଳ ହୋଇଥାଏ । ଯଦି ପ୍ରଥମ ସ୍ଟେଜରେ ଲିଭର ସମସ୍ୟା ବିଷୟରେ ଜାଣି ଚିକିତ୍ସା କରୁ ନାହାନ୍ତି ଓ ଶେଷ ସ୍ଟେଜରେ ଆସୁଛନ୍ତି ତେବେ ସେମାନଙ୍କର ଚିକିତ୍ସା ଆହୁରି ଅଧିକ ଜଟିଳ ହୋଇଯାଏ । ଯଦି ଲିଭର ଜନିତ ସମସ୍ୟାରେ ପେଟରେ ପାଣି ଜମୁଛି ଓ ଜଣ୍ଡିସ ହୋଇ ଯାଉଛି ତେବେ ଏହିଭଳି କ୍ଷେତ୍ରରେ ୫୦ ପ୍ରତିଶତ ଲୋକମାନଙ୍କ ମୃ-ତ୍ୟୁ ହୋଇ ଯାଉଛି ।

ଉପରୋକ୍ତ କୌଣସି ବି ଲକ୍ଷଣ ନଜର ଆସିବା ମାତ୍ରେ ହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କେତେକ କ୍ଷେତ୍ରରେ ରୋଗୀର ଲିଭର ଟ୍ରାନ୍ସପ୍ଳାଣ୍ଟ ମଧ୍ୟ କରାଯାଏ । କିନ୍ତୁ ଏହା ସବୁ କ୍ଷେତ୍ରରେ ସଫଳ ହୁଏ ନାହିଁ । ଯଦି ଆପଣ ପୁଣି ଥରେ ମଦ୍ୟପାନ କରୁଛନ୍ତି ତେବେ ଆପଣଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟର କୌଣସି ଅର୍ଥ ରୁହେ ନାହିଁ । ସବୁବେଳେ ମଦ, ମାଂସ, ମିଠା, ଚର୍ବି, ମସଲା ଠାରୁ ସବୁବେଳେ ଦୂରରେ ରୁହନ୍ତୁ ହୁଏତ ଆପଣଙ୍କୁ ଲିଭର ଜନିତ ସମସ୍ୟା ହେବ ନାହିଁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button