IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ ଅଧିକ ଥଣ୍ଡାରୁ ନିଜକୁ ସୁରକ୍ଷିତ ରଖିବେ କିପରି

ସାଧାରଣତଃ ଶୀତ ଆରମ୍ଭ ହେବା ମାତ୍ରେ ଲୋକମାନେ ଅଧିକ କପଡା ପିନ୍ଧିବା ଆରମ୍ଭ କରିଦେଇଥାନ୍ତି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଅଧିକ କପଡା ପିନ୍ଧିବା ଦ୍ୱାରା ଆପଣଙ୍କୁ ଶୀତରୁ ରକ୍ଷା ମିଳିନଥାଏ ବରଂ ଟାଟ୍‌ ଫିଟିଂ କପଡା ଆପଣଙ୍କୁ ଅଧିକ ଶୀତରୁ ରକ୍ଷା କରିଥାଏ। ଏହିକାରଣରୁ ଆପର ବାହାରକୁ ପିନ୍ଧି ଯାଉଥିବା କପଡା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବାହାରକୁ ପିନ୍ଧି ଯାଉଥିବା କପଡା ସର୍ବଦା ଟାଇଟ୍‌ ରହିବା ଉଚିତ। କାରଣ ଟାଇଟ୍‌ କପଡା ଆପଣଙ୍କ ଶରୀରକୁ ଗରମ ରଖିବା ସହ ଥଣ୍ଡାରୁ ରକ୍ଷା କରିଥାଏ।

Outdoor clothଥଣ୍ଡା ସମୟରେ ନିଜ ଶରୀରକୁ କାର୍ଯ୍ୟଶୀଳ ରଖନ୍ତୁ କାରଣ ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଆପଣଙ୍କୁ ଅଧିକ ଥଣ୍ଡା ଲାଗିଥାଏ। ଯଦି ଆପରଙ୍କୁ ଅଦିକ ଥଣ୍ଡା ଲାଗିଥାଏ ତେବେ ଆପଣ ଚାଲିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ କରିପାରିବେ। ଏହାବ୍ୟତୀତ ଆପଣ ନିଜ ଶରୀରକୁ ଗରମ ରଖିବା ପାଇଁ ଶାରୀରିକ ବ୍ୟାୟାମ ମଧ୍ୟ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button