ମନୋରଞ୍ଜନ

କେବେବି ଖାଇନଥିବେ ‘ବାନାନା କବାବ’, ସଂଧ୍ୟାରେ ଚା’ର ଚୁସକିର ନିଅନ୍ତୁ ଭରପୂର ମଜା

ସଂଧ୍ୟାରେ ଚା’ର ଚୁସକି ସହିତ ମଜାଦାର ସ୍ନାକସର ଭରପୂର ଆନନ୍ଦ ଉଠାନ୍ତୁ। ଆଜି ହିଁ ଘରେ ବନାଇ ଖାଆନ୍ତୁ ‘ବାନାନା କବାବ୍‌’। ଏହି କବାବ୍‌ ଆପଣଙ୍କ ଚାର ସ୍ୱାଦକୁ ଦ୍ୱିଗୁଣିତ କରିଦିଏ। ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

-୨୫୦ ଗ୍ରାମ କଞ୍ଚା କଦଳୀ (ଚୋପା ଛଡା ହୋଇଥିବା)

-୧ ବଡ ଅହେଳଇଚ

-୧/୪ କପ୍‌ ବକହ୍ଵିଟ ଅଟା

-୨ ଟେବୁଲ ଚାମଚ

-୨ ଛୋଟ ଚାମଚ ଧନିଆ ଗୁଣ୍ଡ

-୧/୨ ଟେବୁଲ ଚାମଚ ଲଙ୍କା ପାଉଡର

-୨ ଟେବୁଲ ଚାମଚ ଲେମ୍ବୁ ରସ

-ଗୋଟିଏ କଞ୍ଚା ଲଙ୍କା

-୨ ଟେବୁଲ ଚାମଚ ଧନିଆ ପତ୍ର

-ଦେଶୀ ଘିଅ

-କୁଟୁ ଅଟା (ଉପରେ କୋଟିଂ କରିବା ପାଇଁ)

banana kebabପ୍ରସ୍ତୁତ ପ୍ରଣାଳୀ

-ସର୍ବପ୍ରଥମେ କଦଳୀ, ଅଳେଇଚ ଏବଂ ଅଦାକୁ ମିଶାଇ ପାଣିରେ ଫୁଟାନ୍ତୁ।

-ଯେତେବେଳେ କଦଳୀ ନରମ ହୋଇଯିବ ତାହାକୁ ଥଣ୍ଡା ହେବା ରଖିଦିଅନ୍ତୁ।

-ଏହା ଥଣ୍ଡା ହେବା ପରେ ଏହାକୁ ଚକଟି ଦିଅନ୍ତୁ। ଏବଂ ଏହାକୁ ଅଟା ଗୋଲା ଭଳି ଗୋଲା କରି କବାବର ଆକାର ଦିଅନ୍ତୁ। ଏବେ ଏହା ଉପରେ କୁଟୁ ଅଟାକୁ ଲଗାଇ ଦିଅନ୍ତୁ।

-ଏବେ ଏହାକୁ ଏକ ପ୍ୟାନରେ ଘିଅ ଗରମ କରି ହାଲୁକା ଆଞ୍ଚରେ ଫ୍ରାଇ କରନ୍ତୁ। ଏହା ଦୁଇ ପାର୍ଶ୍ୱରେ ଭଲଭାବେ ଫ୍ରାଏ ହୋଇଗଲା ପରେ ଗରମା ଗରମ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button