IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରରେ ଦେଖାଯାଉଛି କି ଏହି ୧୮ଟି ଲକ୍ଷଣ? ଥରେ କରାଇ ନିଅନ୍ତୁ ପରୀକ୍ଷା, ହୋଇପାରେ କ୍ୟାନସର

ବର୍ତ୍ତମାନ ସବୁଠାରୁ ବଡ଼ ରୋଗ ଭାବେ ପରିଗଣିତ ହେଉଛି କ୍ୟାନସର। କେବଳ କୌଣସି ନିର୍ଦ୍ଦିଷ୍ଟ ବୟସର ବ୍ୟକ୍ତିଙ୍କ ଠାରେ ନୁହେଁ, ସବୁ ବୟସର ଲୋକଙ୍କୁ ମଧ୍ୟ କ୍ୟାନସର ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। କିନ୍ତୁ ଏହା ଜୀବନ ନେବା ପୂର୍ବରୁ ପ୍ରାରମ୍ଭିକ ଷ୍ଟେଜ୍‌ରେ ଯଦି ରୋଗ ବିଷୟରେ ଜଣାପଡ଼ିଯାଏ ତେବେ ଜୀବନ ବଞ୍ଚାଇବା ସହଜ ହୋଇଯାଏ। ଶରୀରରେ ଦେଖାଯାଉଥିବା କେତେକ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁ ଧୀରେ ଧୀରେ କ୍ୟାନସରର ଜୀବାଣୁ ଶରୀରରେ ବଂଶବିସ୍ତାର କରିବାକୁ ଲାଗିଥାନ୍ତି। ଆସନ୍ତୁ ଜାଣିବା କ୍ୟାନସର ପୂର୍ବରୁ ଶରୀରରେ ଦେଖାଯାଉଥିବା ଆଠଟି ଲକ୍ଷଣ, ଯାହା ସାଧାରଣ ଲାଗୁଥିଲେ ମଧ୍ୟ ଭୟଙ୍କର ରୋଗକୁ କରେ ଆମନ୍ତ୍ରଣ:

Related image

୧. ପରିସ୍ରାରେ ରକ୍ତ ପଡ଼ିବା
୨. ଶରୀରରେ ରକ୍ତ ଅଭାବ ବା ଆନିମିଆ
୩. ଝାଳରେ ରକ୍ତ ପଡ଼ିବା
୪. କାଶିବା ବେଳେ କଫରେ ରକ୍ତ ପଡ଼ିବା
୫. ସ୍ତନରେ ଗଣ୍ଠି ପଡ଼ିବା
୬. ଢୋକିବା ବେଳେ କଷ୍ଟ ହେବା

୭. ମହିଳାଙ୍କଠାରେ ମେନୋପଜ୍‌ ପରେ ବି ରକ୍ତସ୍ରାବ ହେବା
୮. ପ୍ରୋଷ୍ଟେଟ୍‌ ପରୀକ୍ଷାର ଅସ୍ୱାଭାବିକ ଫଳ
୯. ଅନ୍ତ ବା ପେଟରେ ଯନ୍ତ୍ରଣା ହେବା

Image result for cancer symptoms୧୦. ମଳରେ ରକ୍ତ ପଡ଼ିବା
୧୧. ଅଣ୍ଡକୋଷରେ ଗଣ୍ଠି ପଡ଼ିବା
୧୨. ସ୍ୱର ବସିଯିବା
୧୩. ଶରୀରର ଶିରାପ୍ରଶିରା ଗୋଟାଳିଆ ହୋଇଯିବା
୧୪. ଶରୀରରେ ଅସ୍ୱାଭାବିକ ଭାବେ କଳାଜାଇ ହେବା

Related image୧୫. ଅସ୍ୱାଭାବିକ ଭାବେ ଓଜନ କମିବା, ରାତିରେ ଝାଳ ବୋହିବା, ଜ୍ୱର ଆସିବା
୧୬. ଯୌନାଙ୍ଗ କୁଣ୍ଡାଇ ହେବା
୧୭. ମୁଣ୍ଡ ବିନ୍ଧିବା
୧୮. କ୍ଷତ ନ ଶୁଖିବା

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button