ରାଜ୍ୟ

‘ଲାଲ୍‌ କିତାବ’ ଅନୁସାରେ ଘରେ ରଖନ୍ତୁ ଏହି ୨୫ଟି ବସ୍ତୁ, ଟଳିଯିବ ସବୁ ସଙ୍କଟ, ହସଖୁସିରେ ପୂରି ଉଠିବ ଘର

‘ଲାଲ୍‌ କିତାବ’ ଅନୁସାରେ ଘରେ କେତେକ ବସ୍ତୁ ବା ଜିନିଷ ରଖିଲେ, ସୁଖ, ସମୃଦ୍ଧିରେ ଘର ପୂରି ଉଠିଥାଏ। ସଙ୍କଟ ଟଳିଯାଇଥାଏ। ପ୍ରାଚୀନ କାଳରେ ଲୋକଙ୍କ ଘରେ ଏହି ସବୁ ବସ୍ତୁ ରହୁଥିଲା, କିନ୍ତୁ ଆଜିର ଯୁଗରେ ଏଗୁଡ଼ିକୁ ଆଉ ଦେଖିବାକୁ ମିଳୁନାହିଁ। କୁହାଯାଏ, ଏମିତି କିଛି ବସ୍ତୁ ଘରେ ରଖିବା ଦ୍ୱାରା ଜୀବନଶୈଳୀ ବଦଳିଯାଏ। କାରଣ ଏହାର ସଂଯୋଗ ଗ୍ରହ, ନକ୍ଷତ୍ର ସହ ଜଡ଼ିତ ରହିଥାଏ। ଆସନ୍ତୁ ଜାଣିବା, ସେହି ୨୫ଟି ବସ୍ତୁର ନାଁ।

123

୧. ରୂପା ନିର୍ମିତ ହାତୀ

୨. ପଥର ଚକି

୩. ପିତ୍ତଳ ଏବଂ ତମ୍ବା ବାସନ

୪. ମହୁ ଭର୍ତ୍ତି ଥିବା ମାଟି କିମ୍ବା ରୂପା ପାତ୍ର

୫. କଳା ସୁରମା, ଏହାକୁ ମଝିରେ ମଝିରେ ଲଗାନ୍ତୁ

୬. ରୂପାର ଡବା, ଯେଉଁଥିରେ ସବୁବେଳେ ପାଣି ଭରିହୋଇ ଥିବ

1233

୭. ଦେଶୀ ଗୁଡ଼, ଏହାକୁ ଖାଆନ୍ତୁ ଏବଂ ଖୁଆନ୍ତୁ

୮. ରୂପାର ଏକ ବର୍ଗାକାର ଖଣ୍ଡ

୯. ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ

୧୦. ତମ୍ବା ପଇସା

୧୧. କଳସ ଉପରେ ନଡ଼ିଆ

1112

୧୨. ନିମ୍ବ ଦାନ୍ତକାଠି

୧୩. ଚାନ୍ଦିର ଶକ୍ତ ବୁଲେଟ୍‌(ଗୁଳି)

୧୪. ଜଅ, ବାର୍ଲି ଏବଂ କଳା ଓ ଧଳା ରାଶି

୧୫. ରୂପା ଗ୍ଲାସ

୧୬. କେସର ଓ ଚନ୍ଦନ, ଏହାକୁ ଲଗାନ୍ତୁ

୧୭. ଅତର ଏବଂ କର୍ପୂର

12

୧୮. କଉଡ଼ି

୧୯. ଲୁହା ରିଙ୍ଗ୍‌

୨୦. ଖଣ୍ଡ ହଳଦୀ

୨୧. ମଲ୍‌ବେରୀ ଜୁସ୍‌

111

୨୨. କାଠ ପାତିଆ(ପଟା)

୨୩. ଫିଟିକିରି

୨୪. ସୁରେଇ

୨୫. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୀତା(ଧର୍ମଗ୍ରନ୍ଥ)

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button