IBN ଓଡ଼ିଶା ବ୍ୟୁରୋ

ଏହି ୩ ଭିଟାମିନସ ଆପଣଙ୍କ ଇମ୍ୟୁନିଟିକୁ କରିବ ମଜବୁତ, ଆଉ କରୋନା ଠାରୁ କରିବ ରକ୍ଷା

କରୋନା ଭାଇରସରେ ଜରୁରୀ ଅଟେ ଯେ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ କରାଇବା। ଆପଣ ନିଜ ଶରୀରକୁ ଅଟେ ମଜବୁତ କରିଦିଅନ୍ତୁ ଯେ କୌଣସି ବି ସଂକ୍ରମଣ ଆପଣଙ୍କ ଶରୀରକୁ ତାର ଶିକାର ବନାଇ ପାରିବନାହିଁ। ଏମିତିରେ ଶରୀରରେ ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ଆପଣଙ୍କୁ ଉତ୍ତମ ଆହାର ଖାଇବାକୁ ପଡିବ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଭିଟାମିନସ ବିଷୟରେ ଜଣାଇବୁ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବ। ତେବେ ଆସନ୍ତୁ ଜାଣିବା କଣ ସେଇ ସବୁ ଭିଟାମିନସ।

– କମଳା, ମୋସମୀ, ସିମ୍ଲା ଲଙ୍କା, ପାଳଙ୍ଗ ଏବଂ ବ୍ରୋକୋଲିରେ ଅଧିକ ମାତ୍ରାରେ ଭିଟାମିନ ରହିଥାଏ। ଏହି ଭିଟାମିନ ଆପଣଙ୍କୁ କରୋନା ଏବଂ ଅନ୍ୟ ରୋଗ ଠାରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ।

bhitamin– ଭିଟାମିନ ବି-୬ରେ ମିଳିଥାଏ। ଖାସ କରି ଏହି ଭିଟାମିନ ମାଂସହାରୀ ଭୋଜନରେ ମିଳିଥାଏ। ସାକାହାରୀ ଡାଏଟରେ ସୋୟାବିନ, ଚଣା, କ୍ଷୀର, ଆଳୁ ଏବଂ ସବୁଜ ପାନିପରିବା ଆଦିରେ ଏହି ଭିଟାମିନ ମହଜୁଦ ରହିଥାଏ।

– ଭିଟାମିନ ଇ ଆପଣଙ୍କ ଶରୀରକୁ ଇନଫେକ୍ସନ ଫ୍ରି ରଖିବାରେ ସାହାଯ୍ୟ କରିଥାଏ। ଭିଟାମିନ ଇ ଯୁକ୍ତ ଖାଦ୍ୟରେ ଅଖରୋଟ, ବାଦାମ, ପାଳଙ୍ଗ, କନ୍ଦମୂଳ ଏବଂ ବ୍ରୋକୋଲି ସାମିଲ ରହିଛି।

– ଏହିସବୁ ବ୍ୟତୀତ ଖଟା ଫଳ ଯେମିତିକି ଲେମ୍ବୁ, ଅଙ୍ଗୁର, କମଳରେ ବହୁତ ଅଧିକ ଭିଟାମିନ ସି ମହଜୁଦ ରହିଛି। ଅଦା, ପାନ ମାଧୁରୀ ଏବଂ ରସୁଣରେ ମଧ୍ୟ ଇମ୍ୟୁନ ସିଷ୍ଟମକୁ ବଢ଼ିବାରେ ଆପଣଙ୍କୁ ସାହାଯ୍ୟ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button