ରାଜ୍ୟ
ଶୁଭ ଫଳ ପ୍ରାପ୍ତି ପାଇଁ ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଗଛ ଲଗାଇବା ଉଚିତ

ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ କୌଣସି ନା କୌଣସି ରାଶିର ନକ୍ଷତ୍ରରେ ହୋଇଥାଏ। ନକ୍ଷତ୍ର ଏବଂ ଗ୍ରହକୁ ମିଶାଇ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କେଉଁ ଗଛ ଲଗାଇବା ଉଚିତ। ଗଛଲତାକୁ ଉଚିତ ସ୍ଥାନରେ ଲଗାଇ ତାର ଠିକ୍ ଭାବରେ ଯତ୍ନ ନେଲେ ଆପଣ ଲମ୍ବା ସମୟ ପାଇଁ ଶୁଭ ଫଳ ଲାଭ କରିପାରନ୍ତି। ଏହି ଗଛ ବଢ଼ିବା ଦ୍ୱାରା ଆପଣଙ୍କ ଗ୍ରହ ନକ୍ଷତ୍ର ଠିକ୍ ହୋଇଯିବ।
ମେଷ : କୋଚିଳା, ଅଁଳା, ମନ୍ଦାର ଏବଂ ଲାଜକୁଳି ଗଛ
ବ୍ରୁଷ : ମନ୍ଦାର, ଜାମୁନ, ଲାଜକୁଳି ଗଛ ଏବଂ ଡିମିରି
ମିଥୁନ : ଲାଜକୁଳି ଗଛ, ଶିଶମ, ବାଉଁଶ, ଅପାମାର୍ଗ
କର୍କଟ : ବାଉଁଶ, ଅସ୍ୱସ୍ତ, ନାଗ କେସର ଏବଂ ପଳାଶ
ସିଂହ : ବଟ, ପଳାଶ, ବର ଏବଂ ଅରଖ
କନ୍ୟା : ବର, ରୀଠା, ବେଲ ଏବଂ ଦୁବ ଗଛ
ତୁଳା : ବେଲ, ଅର୍ଜୁନ, ଅକରାନ୍ତି, ବକୁଳ ଏବଂ ମନ୍ଦାର
ବିଛା : ଅକରାନ୍ତି, ଚୀର ଏବଂ ଲାଜକୁଳି
ମକର : କଦଳୀ, ଅରଖ ଏବଂ ସମୀ
କୁମ୍ଭ : ସମୀ, କଦମ୍ବ ଏବଂ ଆମ୍ବ
ମୀନ : ଆମ୍ବ, ନୀମ, ଅସ୍ୱସ୍ତ, ମହୁଲ ଏବଂ କୁଶ ଗଛ




