IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରର ସବୁ ସମସ୍ୟା ଦୂର କରିବ ହଳାସନ, ଜାଣନ୍ତୁ ଏହାକୁ କରିବାର ବିଧି ଏବଂ ଫାଇଦା

ସାରା ବିଶ୍ୱରେ ଏବେ କରୋନା ମହାମାରୀକୁ ନେଇ ହାହାକାର। ଶରୀରର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ କରୋନା ଭାଇରସ ଆକ୍ରାନ୍ତ କରିଥାଏ। ତେଣୁ କରୋନାରୁ ବଞ୍ଚିବା ପାଇଁ ଯୋଗ ନିତାନ୍ତ ଆବଶ୍ୟକ। ଯୋଗର ଅନେକ ପ୍ରକାର ଆସନ ରହିଛି। ଯାହାକୁ କରିବା ଦ୍ୱାରା କରୋନା ତ ପାଖ ମଡିବନି କିନ୍ତୁ ଏହାସହ ଅନେକ ପ୍ରକାର ରୋଗ ଦୂର ହୋଇଥାଏ।

ହଳାସନ: ଏହି ଆସନ କରିବା ପାଇଁ ପ୍ରଥମେ ସିଧା ହୋଇ ଶୋଇପଡନ୍ତୁ। ତା’ ପରେ ଧୀରେ ଧୀରେ ଗୋଡକୁ ଉପରକୁ ଟେକି ମୁଣ୍ଡ ପାଖକୁ ନିଅନ୍ତୁ। କହୁଣୀକୁ ତଳେ ଚଟାଣରେ ରଖି ନିଶ୍ୱାସ ଧୀରେ ଧୀରେ ନିଅନ୍ତୁ ଏବଂ ଛାଡନ୍ତୁ। ଏପରି ମୁଦ୍ରାରେ ୬୦ରୁ ୯୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ ପୁଣି ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଆସନ୍ତୁ। ନିଜର କ୍ଷମତା ମୁତାବକ, ଧୀରେ ଧୀରେ ସମୟ ବଢାନ୍ତୁ।

halas

ହଳାସନ କରିବାର ଫାଇଦା :

– ମସ୍ତିଷ୍କକୁ ଶାନ୍ତ ରଖିଥାଏ।

– ପେଟର ବିଭିନ୍ନ ଅଙ୍ଗ ଏବଂ ଥାଇରଏଡ ଗ୍ରନ୍ଥିକୁ ଉତ୍ତେଜିତ କରିଥାଏ।
– କାନ୍ଧ ଏବଂ ମେରୁଦଣ୍ଡ ହାଡକ ୁ ସଂପ୍ରସାରିତ କରିଥାଏ।
– ଚିନ୍ତା ଏବଂ ଥକ୍କାପଣ କମ୍‌ କରିଥାଏ।
– ପିଠି ଦରଜ, ମୁଣ୍ଡ ବିନ୍ଧା, ନିସନ୍ତାନ ଦୋଷ, ଅନିଦ୍ରା ଏବଂ ସାଇନସାଇଟିସ ଦୂର କରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button