ମନୋରଞ୍ଜନ

କଣ ୟୁବରାଜ ସିଂହଙ୍କ ଘରକୁ ଆସିବାକୁ ଯାଉଛି ନୂଆ ମେମ୍ବର, ପତ୍ନୀ ହେଜେଲଙ୍କ ଲୁକ ରୁ ମିଳିଲା କିଛି ଏମିତି ସନ୍ଦେଶ

କ୍ରିକେଟର ମଇଦାନରେ ନିଜର ଚୌକା ଏବଂ ଛକା ଦ୍ଵାରା ବୋଲରମାନଙ୍କର ନିଦ ଉଡାଇ ଦେଉଥିବା ୟୁବରାଜ ସିଂହ, ବର୍ତ୍ତମାନ ସେ କ୍ରିକେଟ ଦୁନିଆରୁ ଦୂରେଇ ଗଲେଣି, କିନ୍ତୁ ବର୍ତ୍ତମାନ ଗୋଟେ ଘଟଣାକୁ ନେଇ ପୁଣି ଥରେ ୟୁବରାଜ ଚର୍ଚାରେ ଆସିଛନ୍ତି । ୟୁବରାଜ ସିଂହ ନିଜର ବ୍ୟାଟିଂ ପାଇଁ ଜଣା ଯାଇଥାନ୍ତି କିନ୍ତୁ ବର୍ତ୍ତମାନ ସେ ତାଙ୍କର ପତ୍ନୀଙ୍କ ପାଇଁ ଚର୍ଚାରେ ଅଛନ୍ତି । ଆଜି ଆମେ ୟୁବରାଜ ସିଂହଙ୍କର ପ୍ରୋଫେଶନଲ ଲାଇଫ ନୁହେଁ ପର୍ସନଲ ଲାଇଫ ବିଷୟରେ କହିବୁ ।

ବର୍ତ୍ତମାନ ହିଁ ଈଶା ଅମ୍ବାନୀଙ୍କ ବାହାଘରରେ ୟୁବରାଜ ସିଂହ ଏବଂ ତାଙ୍କ ପତ୍ନୀ ହେଜଲଙ୍କ ସହିତ ପହଞ୍ଚିଥିଲେ । ଯେଉଁଠି ମିଡିୟାର ନଜର ତାଙ୍କ ଉପରେ ଥିଲା । କିନ୍ତୁ ସେ ମିଡିଆକୁ ଦେଖି ଚିନ୍ତିତ ହୋଇ ଯାଇଥିଲେ । କହିବାକୁ ଗଲେ ହେଜଲ ଲାଇମ ଲାଇଟ ଠାରୁ ଦୂରରେ ରହୁଛନ୍ତି କିନ୍ତୁ ବର୍ତ୍ତମାନ ସେ ଚର୍ଚିତ ଅଛନ୍ତି । କହି ଦେଉଛୁ ଯେ ବାହାଘରରେ ଯେତେବେଳେ ସେ ମିଡିୟାଙ୍କୁ ଦେଖନ୍ତି ସେତେବେଳେ ସେ ନିଜର ପେଟକୁ ଲୁଚାଉ ଥିଲେ । ତେବେ ଚାଳନ୍ତୁ ଏହା ପଛରେ ଥିବା ରହସ୍ୟଟିକୁ ଖୋଲିବା ।

ତେବେ କଣ ଗର୍ଭବତୀ ଅଛନ୍ତି ୟୁବରାଜଙ୍କର ପତ୍ନୀ ହେଜଲ ?

ୟୁବରାଜଙ୍କ ସ୍ତ୍ରୀ ହେଜଲ ଯେତେବେଳେ ବି ମିଡିୟା ଦେଖୁଛନ୍ତି ସେ ନିଜର ପେଟକୁ ଲୁଚେଇ ଦେଉଛନ୍ତି । ଏମିତି କୁହାଯାଉଛି ଯେ କଣ ବର୍ତ୍ତମାନ ୟୁବରାଜ ସିଂହ ଜଲ୍ଦି ବାପା ହେବାକୁ ଯାଉଛନ୍ତି । କାରଣ ହେଜଲଙ୍କର ସ୍ଵଭାବରୁ ଜଣା ପଡୁଛି ଯେ ସେ ମା ହେବାକୁ ଯାଉଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦମ୍ପତି କୌଣସି ମିଡିୟାରେ ଏହା ବିଷୟରେ କିଛି କହି ନାହିନ୍ତି । ସେଥିପାଇଁ ଏହି ବିଷୟରେ କହିବା ଭୁଲ ହେବ ।

ଈଶା ଆମ୍ବାନୀଙ୍କର ବାହାଘରରେ ହେଜଲଙ୍କର ଲୁକ ଦ୍ଵାରା

ଈଶା ଆମ୍ବାନୀଙ୍କର ବାହାଘରରେ ହେଜଲ ଡାର୍କ ମୋୱ ରଙ୍ଗର ଆଉଟ ଫିଟରେ ଦେଖା ଯାଇଥିଲେ, ଏବଂ ୟୁବରାଜ ବ୍ଲୂ ରଙ୍ଗର ଡ୍ରେସରେ ଦେଖା ଯାଇଥିଲେ । ହେଜଲଙ୍କ ଡ୍ରେସ ରୁ ଜଣା ପଡୁଥିଲା କି ସେ ମା ହେବାକୁ ଯାଉଛନ୍ତି ଏବଂ ତାଙ୍କ ମୁହଁ ରୁ ଜଣା ପଡୁଥିଲା କି ସେ କିଛି ଲୁଚେଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେ ଟିକେ ଚିନ୍ତିତ ଦେଖା ଯାଉଥିଲେ ।

୨୦୧୬ ରେ ବାହା ହୋଇଥିଲେ ଦୁଇ ଜଣ

ମନେ ପକାଇଦେଉଛୁ ଯେ ୟୁବରାଜ ଏବଂ ହେଜେଲଙ୍କର ୩୦ ନଭେମ୍ବର ୨୦୧୬ ରେ ବାହାଘର ହୋଇଥିଲେ । ଏହା ପରେ ୟୁବରାଜ ଏକ ଗ୍ରାଣ୍ଡ ରିଶେପସନ ପାର୍ଟି ର ବି ଆୟୋଜିତ କରିଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button