ଦେଶ

LIC ର କନ୍ୟାଦାନ ପଲିସୀ : ଝିଅର ବାହାଘର ପାଇଁ ସବୁଦିନ ରଖନ୍ତୁ ୧୨୧ ଟଙ୍କା, ଏକା ସହିତ ମିଳିବ ଏତେ ଲକ୍ଷ ଟଙ୍କା – ପଢନ୍ତୁ ପୁରା ଖବର ଓ ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଭାରତରେ ଝିଅର ଜନ୍ମ ସମୟରେ ଘର ଲୋକମାନେ ବହୁତ ଚିନ୍ତା କରିଥାନ୍ତି । ସେଥିପାଇଁ ସେମାନେ ଝିଅକୁ ଜନ୍ମ କରିବା ପାଇଁ ଡ଼ରନ୍ତି । ଏହାର ସବୁଠୁ ବଡ କାରଣ ହେଉଛି ଯୌତୁକ, ଯାହାକୁ ଏକାଠି କରିବା ପାଇଁ ଗୋଟିଏ ମଧ୍ୟମ ଘରର ପରିବାର ପାଇଁ ବହୁତ ଅସୁବିଧା ହୋଇଥାଏ । କିନ୍ତୁ ଯେଉଁମାନେ ବହୁତ ଗରିବ ହୋଇଥାନ୍ତି ସେମାନେ ନିଜର ଝିଅର ବାହଘର ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ଝିଅ ମାନଙ୍କର ଭଲ ଭବିଷ୍ୟତ ପାଇଁ ଏବଂ ତାଙ୍କ ମାତା ପିତାଙ୍କ ପାଇଁ ଏକ ଶୁଭ ସମାଚାର ଆସିଛି ଯାହାକୁ LICର ଇନବେସ୍ମେଂଟ ପଲିସୀ କୁହା ଯାଉଛି । ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣ ଆପଣଙ୍କ ଝିଅର ବାହାଘର ପାଇଁ ସବୁ ଦିନ ଯୋଡନ୍ତୁ ୧୨୧ଟଙ୍କା ଏବଂ ଆପଣଙ୍କୁ ଏହାର ଭଲ ଫେରସ୍ତ ମିଳିବ । LICର ଏହି ପ୍ଳାନର ନାମ କନ୍ୟାଦାନ ପଲିସୀ ରଖାଯାଇଛି ।

ଝିଅର ବାହାଘର ପାଇଁ ଯୋଡନ୍ତୁ ସବୁ ଦିନ ୧୨୧ ଟଙ୍କା

LICର କନ୍ୟାଦାନ ପଲିସୀ ନାମକ ଏହି ଯୋଜନାରେ ୧୨୧ ଟଙ୍କା ସବୁଦିନ ହିସାବରେ ପାଖପାଖି ୩୬୦୦ ଟଙ୍କାର ପ୍ଳାନ ଆପଣମାନଙ୍କୁ ମିଳି ପାରିବ, କିନ୍ତୁ ଯଦି କେହି ଏହା ଠାରୁ କମ ପ୍ରିମିୟମ କିମ୍ବା ବେଶି ପ୍ରିମିୟମ ଦେବାକୁ ଚାହୁଁଚନ୍ତି ତେବେ ଆପଣଙ୍କୁ ଏହାର ମଧ୍ୟ ପ୍ଳାନ ମିଳି ପାରିବ । ଏହି ପ୍ଳାନରେ ଟଙ୍କା ଜମା କଲେ ଆପଣଙ୍କୁ ଏହା ବଦଳରେ ୨୫ ବର୍ଷ ପରେ ୨୭ ଲକ୍ଷ ଟଙ୍କା ମିଳିବ ।

ଯଦି ପଲିସୀ ନେବା ପରେ ପଲିସୀ ଦେଉଥିବା ବ୍ୟକ୍ତିର ଯଦି ମୁର୍ତ୍ୟୁ ହୋଇଯାଏ ତେବେ ପରିବାରର କୌଣସି ବ୍ୟକ୍ତିକୁ ଏହି ପଲିସୀର ପ୍ରିମିୟମ ଦେବାକୁ ପଡିବ ନାହିଁ । ସବୁ ବର୍ଷ ତାଙ୍କୁ ୧ ଲକ୍ଷ ଟଙ୍କା ମିଳିବ । ଏହା ପରେ ୨୫ ବର୍ଷ ପୁରା ହେବ ପରେ ପଲିସୀରେ ନୋମିନୀ ଥିବା ଲୋକଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଏହାର ଲାଭ ଝିଅର ସଙ୍ଗେ ସଙ୍ଗେ ଜନ୍ମ ହେବା ପରେ ହିଁ ମିଳି ପାରିବ । ବର୍ତ୍ତମାନ ଆପଣ ଝିଅ ଜନ୍ମ ଉପରେ ଚିନ୍ତିତ ହୁଅନ୍ତୁ ନାହିଁ ।

ଜାଣନ୍ତୁ ପଲିସୀ ବିଷୟରେ କିଛି ଖାସ କଥା

LIC କନ୍ୟାଦନ ପଲିସୀ ନେବା ଏପାଇଁ ୧ ବର୍ଷ ଠାରୁ ୩୦ ବର୍ଷ ପର୍ଯ୍ୟନ୍ତ ହେବା ଦରକାର ଏବଂ ଏହି ପ୍ଳାନ ୨୫ ବର୍ଷ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ପ୍ରିମିୟମ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ଯଦି ଆପଣଙ୍କର ଏବଂ ଝିଅର ଅଲଗା ଅଲଗା ବୟସ ହିସାବରେ ପଲିସୀ ମିଳିଥାଏ । ଯାହା ଝିଅର ବୟସ ହିସାବରେ ଏହି ପଲିସୀର ସମୟ ସୀମା କମି ଯିବ, ତେବେ ଗୋଟିଏ ନଜର ପକାନ୍ତୁ ଏହି ପଲିସୀ ଉପରେ

୧. ୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ହେବ ।

୨. ସବୁ ଦିନ ୧୨୧ ଟଙ୍କା ମାସକୁ ୩୬୦୦ ଟଙ୍କା ଦେବା ଦରକାର ।

୩. ପଲିସୀ ମଧ୍ୟରେ ଯଦି ବିମାଧାରକଙ୍କର ମୁର୍ତ୍ୟୁ ହୋଇଯାଏ ତେବ ପରିବାରର କୌଣସି ଲୋକଙ୍କୁ ଏହି ପ୍ରିମିୟମ ଦେବାକୁ ପଡିବ ନାହିଁ ।

4. ଝିଅକୁ ପଲିସୀରେ ମ୍ୟାଚୁରିଟୀ ବର୍ଷ ପର୍ଯ୍ୟନ୍ତ ସବୁ ବର୍ଷ ୧ ଲକ୍ଷ ଟଙ୍କା ମିଳିବ ।

୫. ପଲିସୀ ପୁରା ହେବା ପରେ ନୋମିନିକୁ ୨୭ ଲକ୍ଷ ଟଙ୍କା ମିଳିବ ।

୬. ଏହି ପଲିସୀକୁ କମ କିମ୍ବା ଅଧିକ ପ୍ରିମିୟମର ମଧ୍ୟ ନେଇ ପାରିବେ ।

LIC ର ଏହି ପଲିସୀ ବିଷୟରେ କିଛି କଥା

ଏହାକୁ ସବୁଠାରୁ ୧ ଲକ୍ଷ ଟଙ୍କା କମର ବୀମା ନେଇହେବ । କିନ୍ତୁ ଅଧିକର କୌଣସି ସୀମା ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button