ରାଜ୍ୟ

ବର୍ଷା ଅନୁଭବ ମାମଲା, ଚାଲିଛି ଉଭୟଙ୍କ କାଉନସେଲିଂ – Ibnodisha

[ad_1]

କଟକ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ମାମଲା । କଟକ ଏସଡିଜେଏମ କୋର୍ଟରେ ହାଜର ହେଲେ ବର୍ଷା, ଅନୁଭାବ । କୋର୍ଟରେ ଉଭୟଙ୍କୁ ଆଜି କାଉନସେଲିଂ କରାଯାଉଛି ।ତେବେ ଏହି ମାମଲା ଗତ ୩ ବର୍ଷ ଧରି ବିଚାରଧୀନ ରହିଛି । ପୂର୍ବରୁ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ କୋର୍ଟ । ଆଉ ଏହି ମାମଲାର ଖୁବ ଶୀଘ୍ର ଦଫାରଫା ହୋଇଯିବାକୁ କୁହାଯାଇଥିଲା ।

ତେବେ ଆଜିର ଶୁଣାଣିରେ କଣ ଫଇସଲା ହେବ? ଏହି ମାମଲାର କୌଣସି ଗୋଟେ ନିର୍ଷ୍କସ ବାହାରିବ ନା ଏଭଳି ଆହୁରି କେତେ ଦିନ ଚାଲିବ ଏ ଆଇନଗତ ଲଢ଼େଇରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ତାହା ଆଗାମୀ ଦିନରେ ଜଣାପଡିବ । କାରଣ ଗୋଟେ ପଟେ ଅୁଭବ ଛାଡପତ୍ର ଚାହଁଥିବା ବେଳେ ବର୍ଷା ଏକାଠି ରହିବାକୁ ଚାହୁଁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button