ଦେଶ

କଣ ଶାହଜହାଁ ତାଜମହଲ ତିଆରି କରିବା ପରେ ଶ୍ରମିକମାନଙ୍କ ହାତ କାଟି ଦେଇଥିଲେ, ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆଜିର ଆର୍ଟକିଳରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କଣ ସତରେ ଶାହଜହାଁ ତାଜମହଲ ତିଆରି କରିଥିବା ଶ୍ରମିକମାନଙ୍କ ହାତ କାଟି ଦେଇଥିଲେ ? ବହୁତ ଲୋକମାନଙ୍କ ମାନିବା ଅଟେ କି ଶାହଜହାଁ ତାଜମହଲକୁ ତିଆରି କରିଥିବା ଶ୍ରମିକମାନଙ୍କ ହାତ କାଟି ଦେଇଥିଲେ । କିନ୍ତୁ ଏହା କେତେ ସତ ଅଟେ ଓ କେତେ ମିଛ ଅଟେ ଏହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ?

ମୁଗଲଙ୍କ ବାସ୍ତୁକଳାର ସବୁଠୁ ଉତ୍କୃଷ୍ଟ ନମୁନା ତାଜମହଲକୁ କୁହାଯାଏ । ଏହାକୁ ଦୁନିଆର ସପ୍ତମ ଅଜୁବା କୁହାଯାଏ । ଏହାର ନିର୍ମାଣ ମୁଗଲ ବାଦଶାହ ଶାହଜହାଂଙ୍କ ଦ୍ଵାରା ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ଏହି ତାଜମହଲ ନିର୍ମାଣ କରିବାରେ ୧୨ ବର୍ଷର ସମୟ ଲାଗିଥିଲା । ଯେତେବେଳେ କି ବଞ୍ଚିଥିବା ଭାଗକୁ ଶେଷ କରିବା ପାଇଁ ଆହୁରି ୧୦ ବର୍ଷ ସମୟ ଲାଗିଥିଲା ମାନେ ପୁରା ତାଜମହଲକୁ ତିଆରି କରିବା ପାଇଁ ୨୨ ବର୍ଷର ସମୟ ଲାଗିଥିଲା ।

ଏହାର ମୁଖ୍ୟ ସମାଧି ପୀଠ କୁ ୧୬୪୩ରେ ତିଆରି କରାଯାଇଥିଲା । ଏହାର ନିର୍ମାଣରେ ୧୦୦୦ ରୁ ବି ଅଧିକ ହାତୀମାନଙ୍କର ସହଯୋଗ ନିଆଯାଇଥିଲା । ତାଜମହଲରେ ଯେଉଁ ମାର୍ବଲ ବ୍ୟବହାର ହୋଇଛି ତାହା ରାଜସ୍ଥାନରୁ ଆସିଥିଲା, ଏହା ଛଡା ଅନ୍ୟ କେତେକ ଜିନିଷ ବି ଅନ୍ୟ କେତେକ ଦେଶ ଓ ରାଜ୍ୟରୁ ଆସିଥିଲା । ଯେମିତି କି ଶ୍ରୀଲଙ୍କାରୁ ନୀଲମ ଆସିଥିଲା, ଅରବିୟା ଚଂଦ୍ରଗୁପ୍ତ ଠାରୁ ଫିରୋଜା ରତ୍ନ, କ୍ରିସ୍ଟଲ ଚୀନରୁ ଆସିଥିଲା, ଅଫଗାନିସ୍ତାନରୁ ଲେପିସ ଲଜୂଲୀ ରତ୍ନ ଓ ଦାମୀ ପଥର ଗୁଡିକ ଆସିଥିଲା ।

ତାଜମହଲ ବିଷୟରେ କୁହାଯାଏ କି ଓ ଆପଣମାନେ ମଧ୍ୟ ଶୁଣିଥିବେ କି ପ୍ରଥମେ ତାଜମହଲକୁ ଲାଲ ରଙ୍ଗର ତିଆରି କରାଯିବାର ଥିଲା । କିନ୍ତୁ ଏହାକୁ ପରେ ଧଳା ରଙ୍ଗର କରାଗଲା । ଆପଣଙ୍କୁ କହିଦେଉଛୁ କି ପ୍ରାୟତଃ ସମସ୍ତେ ଜାଣିଛନ୍ତି କି ଶାହଜହାଂ ତାଜମହଲକୁ ତିଆରି କରିଥିବା ଶ୍ରମିକମାନଙ୍କ ହାତ କାଟି ଦେଇଥିଲେ । କିନ୍ତୁ ଏହା ବିଲକୁଲ ବି ସତ ନୁହେଁ । ସତ ଏହା ଅଟେ କି ଶାହଜହାଂ ଜୀବିତ ଥିବା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଆଜୀବନ ବିନା କାମ କରି ତାଙ୍କୁ ତାଙ୍କର ପାରିଶ୍ରାମିକ ଦେଇ ରଖିଥିଲେ । ଯାହା ଦ୍ଵାରା ସେମାନେ ଏହିଭଳି କଳାକୃତି ଅନ୍ୟ କେଉଁଠି କରି ପାରିବେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button